ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀ ଏମ୍ସରୁ ଡିସ୍‌ଚାର୍ଜ ହେବେ ଜଗା, କାଳିଆ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାସେ ପରେ ଦିଲ୍ଲୀ ଏମ୍ସରୁ ବାହାରିବେ କନ୍ଧମାଳର ଶିଶୁ ଜଗା ଓ କାଳିଆ। ସେମାନେ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ସେଠାରୁ ଡିସ୍&zwnj;ଚାର୍ଜ ହେବେ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି, &ldquo;ଏମ୍ସରୁ ଡିସ୍&zwnj;ଚାର୍ଜ ହେବା ପରେ ସେମାନଙ୍କୁ କେଉଁଠି ରଖାଯିବ ତାହା ଅନୁଧ୍ୟାନ କରାଯାଉଛି। ଓଡ଼ିଶାରୁ ୫ ଜଣିଆ ସ୍ୱତନ୍ତ୍ର ଡାକ୍ତର ଟିମ୍ ଦିଲ୍ଲୀ ଏମ୍ସ ଯାଇ ଉଭୟଙ୍କ ଚିକିତ୍ସାର ଅନୁଧ୍ୟାନ କରିବେ। ଦୁହିଁଙ୍କର ଆହୁରି ଅନେକ ଚିକିତ୍ସା ବାକି ଥିବାରୁ ଓଡ଼ିଶା ଫେରିଲେ ଏଠାରେ ଯେମିତି ଚିକିତ୍ସାର ଅସୁବିଧା ନହେବ ତାହା ସେହି ଡାକ୍ତର ଟିମ୍ ଅନୁଧ୍ୟାନ କରିବେ।&rdquo;</p>

Ordigital Desk
  • Published: Thursday, 15 February 2018
  • Updated: 15 February 2018, 09:28 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାସେ ପରେ ଦିଲ୍ଲୀ ଏମ୍ସରୁ ବାହାରିବେ କନ୍ଧମାଳର ଶିଶୁ ଜଗା ଓ କାଳିଆ। ସେମାନେ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ସେଠାରୁ ଡିସ୍&zwnj;ଚାର୍ଜ ହେବେ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି, &ldquo;ଏମ୍ସରୁ ଡିସ୍&zwnj;ଚାର୍ଜ ହେବା ପରେ ସେମାନଙ୍କୁ କେଉଁଠି ରଖାଯିବ ତାହା ଅନୁଧ୍ୟାନ କରାଯାଉଛି। ଓଡ଼ିଶାରୁ ୫ ଜଣିଆ ସ୍ୱତନ୍ତ୍ର ଡାକ୍ତର ଟିମ୍ ଦିଲ୍ଲୀ ଏମ୍ସ ଯାଇ ଉଭୟଙ୍କ ଚିକିତ୍ସାର ଅନୁଧ୍ୟାନ କରିବେ। ଦୁହିଁଙ୍କର ଆହୁରି ଅନେକ ଚିକିତ୍ସା ବାକି ଥିବାରୁ ଓଡ଼ିଶା ଫେରିଲେ ଏଠାରେ ଯେମିତି ଚିକିତ୍ସାର ଅସୁବିଧା ନହେବ ତାହା ସେହି ଡାକ୍ତର ଟିମ୍ ଅନୁଧ୍ୟାନ କରିବେ।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos