ସାନ୍ତାକ୍ଲଜ୍ ବେଶରେ ଜଗା-କାଳିଆ

l-666

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଖ୍ରୀଷ୍ଟମାସ ସେଲିବ୍ରେସନ କଲେ ଜଗା-କାଳିଆ।  ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ଦିଲ୍ଲୀ ଏଏମ୍ସରେ ଚିକିତ୍ସାଧୀନ କନ୍ଧମାଳ ମିଲୁପଡ଼ାର ଦୁଇ ଶିଶୁ ଜଗା-କାଳିଆଙ୍କୁ ଆଜି ସାନ୍ତାକ୍ଲଜ୍ ବେଶରେ ଦେଖିବାକୁ ମିଳିଥିଲା। ମୁଣ୍ଡରେ ସାନ୍ତାକ୍ଲଜ ଟୋପି ପିନ୍ଧି ମା’କୋଳରେ କାଳିଆ ବସିଥିବାବେଳେ ବାପାଙ୍କ କୋଳରେ ବସିଥିଲା ଜଗା । ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦୃତ ଉନ୍ନତି ଘଟୁଛି।  ଖୁବ୍‌ଶୀଘ୍ର ସେମାନେ ମେଡିକାଲରୁ ଛାଡ ପାଇପାରନ୍ତି ବୋଲି ଡାକ୍ତର କହିଛନ୍ତି।

Previous ArticleNext Article

Send this to a friend