ଜଗମୋହନ ମରାମତିର ସତ୍ୟପାଠ ହାଇକୋର୍ଟରେ ଦାଖଲ

jagamohan

କଟକ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ସତ୍ୟପାଠ ହାଇକୋର୍ଟରେ ଏଏସ୍‌ଆଇ ଦାଖଲ କରିଛି। ବେହରଣ ଦ୍ୱାର ମରାମତି କାମ ଫେବ୍ରୁଆରୀ ସୁଦ୍ଧା ସରିବ ବୋଲି ସତ୍ୟପାଠରେ ଏଏସ୍‌ଆଇ ଦର୍ଶାଇଛି।

ଏହାସହ ଗରୁଡ଼ସ୍ତମ୍ଭ ବିମ୍ ମରାମତି ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୬ ସୁଦ୍ଧା ଗରୁଡ ସ୍ତମ୍ଭ ବିମ୍ କାମ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Previous ArticleNext Article

Send this to a friend