ସିଆଇଆଇ ପୂର୍ବାଞ୍ଚଳ ଜୋନ ଅଧ୍ୟକ୍ଷା ହେଲେ ଜଗି ମଙ୍ଗତ ପଣ୍ଡା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓର୍‌ଟେଲ୍‌ କମ୍ୟୁନିକେସନର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ସିଆଇଆଇ ପୂର୍ବାଞ୍ଚଳ ଜୋନ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ସିଆଇଆଇ ପୂର୍ବାଞ୍ଚଳ ଜୋନ କାଉନସିଲ ପକ୍ଷରୁ ଆଜି କୋଲକାତାରେ ଅନୁଷ୍ଠିତ ପ୍ରଥମ ବୈଠକରେ ତାଙ୍କ ନାଁ ଘୋଷଣା କରାଯାଇଛି। ଦେଶର ଶିଳ୍ପଗୋଷ୍ଠୀକୁ ନେଇ ଗଠିତ ଏହି ଶୀର୍ଷ ସଂସ୍ଥାର ଅଧ୍ୟକ୍ଷା ହେବାରେ ଜଗି ହେଉଛନ୍ତି ପ୍ରଥମ ମହିଳା ଉଦ୍ୟୋଗୀ। ଜଗି ମଙ୍ଗତ ୨୦୧୮ରୁ ୨୦୧୯, ବର୍ଷେ ପାଇଁ ସିଆଇଆଇ ପୂର୍ବାଞ୍ଚଳ ଜୋନ ଅଧ୍ୟକ୍ଷା […]

jagi

jagi

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 11:13 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓର୍‌ଟେଲ୍‌ କମ୍ୟୁନିକେସନର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ସିଆଇଆଇ ପୂର୍ବାଞ୍ଚଳ ଜୋନ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ସିଆଇଆଇ ପୂର୍ବାଞ୍ଚଳ ଜୋନ କାଉନସିଲ ପକ୍ଷରୁ ଆଜି କୋଲକାତାରେ ଅନୁଷ୍ଠିତ ପ୍ରଥମ ବୈଠକରେ ତାଙ୍କ ନାଁ ଘୋଷଣା କରାଯାଇଛି। ଦେଶର ଶିଳ୍ପଗୋଷ୍ଠୀକୁ ନେଇ ଗଠିତ ଏହି ଶୀର୍ଷ ସଂସ୍ଥାର ଅଧ୍ୟକ୍ଷା ହେବାରେ ଜଗି ହେଉଛନ୍ତି ପ୍ରଥମ ମହିଳା ଉଦ୍ୟୋଗୀ। ଜଗି ମଙ୍ଗତ ୨୦୧୮ରୁ ୨୦୧୯, ବର୍ଷେ ପାଇଁ ସିଆଇଆଇ ପୂର୍ବାଞ୍ଚଳ ଜୋନ ଅଧ୍ୟକ୍ଷା ରହିବେ।

ବ୍ରଡବ୍ୟାଣ୍ଡ୍ ଓ ବ୍ରଡ୍‌କାଷ୍ଟିଂ ବ୍ୟବସାୟ କ୍ଷେତ୍ରରେ ଦୀର୍ଘ ୧୫ ବର୍ଷର ଅନୁଭୂତି ରଖିଥିବା ଜଗି ମଙ୍ଗତ ଏହା ପୂର୍ବରୁ ଗତ ୨୦୦୮ରେ ଓ୍ୱାର୍ଲଡ଼ ଇକୋନୋମିକ୍ ଫୋରମ ପକ୍ଷରୁ ୟଙ୍ଗ୍ ଗ୍ଲୋବାଲ ଲିଡର ଭାବେ ସମ୍ମାନିତ ହୋଇଥିଲେ। ଏବେ ଓଡ଼ିଶା ଟେଲିଭିଜନ ଲିମିଟେଡର କୋ ଫାଉଣ୍ଡର ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story