ଯାଜପୁରରେ ନବ ନିର୍ମାଣ କୃଷକ ସଂଗଠନର ମହାସମାବେଶ

ଯାଜପୁରରେ ନବ ନିର୍ମାଣ କୃଷକ ସଂଗଠନର ମହାସମାବେଶ

ଯାଜପୁର: ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ୍‌ ଓ ପେନସନ୍‌ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଯାଜପୁରରେ ଜୟ କିଶାନ୍ ମହାସମାବେଶ କରାଯାଇଛି। ରାଜ୍ୟରେ ୩୬ ଲକ୍ଷ ଚାଷୀଙ୍କ ପାଇଁ ମାସିକ ୫ହଜାର ଟଙ୍କା ହିସାବରେ ସୁରକ୍ଷା ଭତ୍ତା ପ୍ରଦାନ କରିବାକୁ  ଦାବି କରିଛି ସଂଗଠନ। ଏହି ସମାବେଶରେ ଶହଶହ ଚାଷୀ  ସାମିଲ ହୋଇଛନ୍ତି। ତା’ସହ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଚାଷ ଜମିକୁ ଜଳସେଚନ, ବଜାର ବ୍ୟବସ୍ଥା ସହ ଅଭାବୀ ଧାନ ବିକ୍ରୀ ଓ ଅଖା  ପଇସା ଫେରସ୍ତ ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Previous ArticleNext Article

Send this to a friend