ଚକା ଫାଟି ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ

ଦେବଗଡ଼: ଦେବଗଡ଼ ଜିଲ୍ଲା ପ୍ରଧାନପାଟକୁ ପିକ୍‌ନିକ୍‌ ପାଇଁ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ର ଚକା ବ୍ରାହ୍ମଣୀ ପୋଲ ଉପରେ ଫାଟି ଯାଇଛି। ଫଳରେ ବସ୍‌ଟି ଓଲଟି ପଡ଼ିବାରୁ କେତେକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଉତ୍ତମଗରାରୁ ବାହାରିଥିବା ବସ୍‌ ନଂ. (ଓଆର-୨୨-୮୩୩୫) ରେ ୩୫ ଜଣ ପିକ୍‌ନିକ ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

picnic-bus-accident

picnic-bus-accident

Rakesh Mallick
  • Published: Sunday, 25 December 2016
  • Updated: 25 December 2016, 10:38 PM IST

Sports

Latest News

ଦେବଗଡ଼: ଦେବଗଡ଼ ଜିଲ୍ଲା ପ୍ରଧାନପାଟକୁ ପିକ୍‌ନିକ୍‌ ପାଇଁ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ର ଚକା ବ୍ରାହ୍ମଣୀ ପୋଲ ଉପରେ ଫାଟି ଯାଇଛି। ଫଳରେ ବସ୍‌ଟି ଓଲଟି ପଡ଼ିବାରୁ କେତେକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଉତ୍ତମଗରାରୁ ବାହାରିଥିବା ବସ୍‌ ନଂ. (ଓଆର-୨୨-୮୩୩୫) ରେ ୩୫ ଜଣ ପିକ୍‌ନିକ ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story