ଜମି ଅଧିଗ୍ରହଣ ବିଲକୁ ବିରୋଧ କରିବ ବିଜେଡି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଜମି ଅଧିଗ୍ରହଣ ବିଲକୁ ଆଜି ଲୋକସଭାରେ ଆଗତ କରିପାରନ୍ତି କେନ୍ଦ୍ର ସରକାର। ତେବେ ଏହି ବିଲକୁ ବିଜେଡି ବିରୋଧ କରିବ। ଲୋକସଭାରେ ବିଜେଡିର ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ  ଓଟିଭିକୁ ଫୋନ ଯୋଗେ ଏହି ସୂଚନା ଦେଛନ୍ତି। ସେ କହିଛନ୍ତି ଯେ ବିଲରେ ଯେତିକି ସଂଶୋଧନ ଅଣାଯାଇଛି ସେତିକିରେ ଦଳ ସନ୍ତୁଷ୍ଟ ନୁହେଁ। ଯେକୌଣସି ବ୍ୟବସାୟିକ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ କରାଯାଉଛି ସେଥିରେ ଜମି ହରା ଅଂଶୀଦାର ହେବା ଦରକାର। […]

parlliament

parlliament

Rakesh Mallick
  • Published: Friday, 08 May 2015
  • Updated: 08 May 2015, 06:56 AM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଜମି ଅଧିଗ୍ରହଣ ବିଲକୁ ଆଜି ଲୋକସଭାରେ ଆଗତ କରିପାରନ୍ତି କେନ୍ଦ୍ର ସରକାର। ତେବେ ଏହି ବିଲକୁ ବିଜେଡି ବିରୋଧ କରିବ। ଲୋକସଭାରେ ବିଜେଡିର ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ  ଓଟିଭିକୁ ଫୋନ ଯୋଗେ ଏହି ସୂଚନା ଦେଛନ୍ତି। ସେ କହିଛନ୍ତି ଯେ ବିଲରେ ଯେତିକି ସଂଶୋଧନ ଅଣାଯାଇଛି ସେତିକିରେ ଦଳ ସନ୍ତୁଷ୍ଟ ନୁହେଁ। ଯେକୌଣସି ବ୍ୟବସାୟିକ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ କରାଯାଉଛି ସେଥିରେ ଜମି ହରା ଅଂଶୀଦାର ହେବା ଦରକାର। ଏହାକୁ ଯଦି କେନ୍ଦ୍ର ସରକାର ଗ୍ରହଣ କରି ବିଲରେ ସଂଶୋଧନ ନ କରନ୍ତି, ତା’ହେଲେ ବିଜେଡି ବିଲକୁ ସମର୍ଥନ କରିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ଏହି ବିଲକୁ ବିରୋଧ ଜାରି ରଖିଛି। ରାଜ୍ୟସଭାରେ ବହୁମତ ନଥିବା ସତ୍ତ୍ୱେ ସରକାର ଏହି ସେଶାଧିତ ବିଲକୁ ପୁଣି ଲୋକସଭାରେ ଆଗତ କରିବାକୁ ଯାଉଛନ୍ତି। ଗତ ମାର୍ଚ୍ଚ ମାସରେ ମଧ୍ୟ ସରକାର ବିଲଟିକୁ ଲକୋସଭାରେ ଆଗତ କରିଥିଲେ। ଏହା ଲୋକସଭାରେ ପାସ୍ ହୋଇଥିଲେ ହେଁ ରାଜ୍ୟସଭାରେ ଏହା ପାସ୍ ହୋଇପାରିନଥିଲା। ତେଣୁ ସରକାର ଏନେଇ ପୁଣି ଅଧ୍ୟାଦେଶ ଜାରି କରିଥିଲେ। ଆଜି ସରକାର ଆଗତ କରିବାକୁ ଥିବା ବିଲରେ ସହି ୯ଟି ସଂଶୋଧନ ରହିଛି ଯାହା ଗତଥର ଲୋକସଭାରେ ସରକାର ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story