ଏନସେଫାଲାଇଟିସ୍‌: ଆସନ୍ତା ୫ରୁ ମାଲକାନଗିରିରେ ଆରମ୍ଭ ହେବ ଟୀକାକରଣ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆସନ୍ତା ୫ ତାରିଖରୁ ଆରମ୍ଭ ହେବ ଜାପାନିଜ୍‌ ଏନସେଫାଲାଇଟିସ୍‌ ପାଇଁ ଟୀକାକରଣ। ଟୀକାକରଣ ପାଇଁ ୧ରୁ ୧୫ ବର୍ଷ ବୟସର ୨୧,୮୨୭ ଜଣ ଶିଶୁ  ଚିହ୍ନଟ କରାଯାଇଛି। ପ୍ରତିଦିନ ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ ଦୁଇ ସପ୍ତାହ ଧରି ଟୀକାକରଣ ହେବ। ଶିକ୍ଷକମାନଙ୍କୁ ଟୀକାକରଣ ଦାୟିତ୍ୱ ଦିଆଯାଇଥିବା ବେଳେ କିପରି ଶହେ ପ୍ରତିଶତ ପିଲାଙ୍କୁ ଟୀକା ଦିଆଯିବ,ସେନେଇ ବରିଷ୍ଠ ଅଧିକାରୀମାନେ ଅନୁଧ୍ୟାନ କରିବେ। ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। […]

malkangiri1

malkangiri1

Rakesh Mallick
  • Published: Friday, 02 December 2016
  • Updated: 02 December 2016, 10:37 AM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆସନ୍ତା ୫ ତାରିଖରୁ ଆରମ୍ଭ ହେବ ଜାପାନିଜ୍‌ ଏନସେଫାଲାଇଟିସ୍‌ ପାଇଁ ଟୀକାକରଣ। ଟୀକାକରଣ ପାଇଁ ୧ରୁ ୧୫ ବର୍ଷ ବୟସର ୨୧,୮୨୭ ଜଣ ଶିଶୁ  ଚିହ୍ନଟ କରାଯାଇଛି। ପ୍ରତିଦିନ ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ ଦୁଇ ସପ୍ତାହ ଧରି ଟୀକାକରଣ ହେବ। ଶିକ୍ଷକମାନଙ୍କୁ ଟୀକାକରଣ ଦାୟିତ୍ୱ ଦିଆଯାଇଥିବା ବେଳେ କିପରି ଶହେ ପ୍ରତିଶତ ପିଲାଙ୍କୁ ଟୀକା ଦିଆଯିବ,ସେନେଇ ବରିଷ୍ଠ ଅଧିକାରୀମାନେ ଅନୁଧ୍ୟାନ କରିବେ। ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାର ସମସ୍ତ ପରିଷ୍ଠ ଅଧିକାରୀ, ଶିକ୍ଷକ, ଡାକ୍ତର ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଏହି ବୈଠକରେ ଯୋଗଦେଇଥିଲେ। ଟୀକାକରଣ ସମ୍ପର୍କରେ ଡାକ୍ତର ସମସ୍ତ ଅଧିକାରୀଙ୍କ ବୁଝାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story