ଦରି ଗାଁରେ ଝାଡ଼ଖଣ୍ଡୀ ହାତୀ ଉପଦ୍ରବ, ଘର ଭାଙ୍ଗି ଧାନ ଚାଉଳ ଖାଇଗଲେ

<p>ବାରିପଦା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକର ଦରି ଗାଁରେ ପ୍ରାୟ ୧୯ଟି ଝାଡ଼ଖଣ୍ଡୀ ହାତୀ ଉପଦ୍ରବ ଜାରି ରଖିଛନ୍ତି। ଏହି ହାତୀପଲ ଗାଁରେ ୬ରୁ ୭ଟି ଘର ଭାଙ୍ଗି ଦେବା ସହ ଧାନ ଓ ଚାଉଳ ଖାଇ ଦେଇଥିବା ଅଭିଯୋଗ ହୋଇଛି। ସେହିପରି ଦରି ପଞ୍ଚାୟତ କାର୍ଯ୍ୟାଳୟର ଗୋଦାମ ଘରେ ପଶି ୮ରୁ ୧୦ ବସ୍ତା ଚାଉଳ ଖାଇ ଦେଇଥିବା ଅଭିଯୋଗ ହୋଇଛି। ହାତୀପଲକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ରାତି ତମାମ ନିଆଁ ହୁଳା ଧରି ଲୋକେ ଏହି ହାତୀପଲକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ ହେଁ, ସମ୍ଭବ ହୋଇପାରିନାହିଁ।</p> <p>[vc_video link=&quot;&quot; align=&quot;center&quot;]</p>

Ordigital Desk
  • Published: Tuesday, 01 August 2017
  • Updated: 01 August 2017, 12:18 PM IST

Sports

Latest News

<p>ବାରିପଦା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକର ଦରି ଗାଁରେ ପ୍ରାୟ ୧୯ଟି ଝାଡ଼ଖଣ୍ଡୀ ହାତୀ ଉପଦ୍ରବ ଜାରି ରଖିଛନ୍ତି। ଏହି ହାତୀପଲ ଗାଁରେ ୬ରୁ ୭ଟି ଘର ଭାଙ୍ଗି ଦେବା ସହ ଧାନ ଓ ଚାଉଳ ଖାଇ ଦେଇଥିବା ଅଭିଯୋଗ ହୋଇଛି। ସେହିପରି ଦରି ପଞ୍ଚାୟତ କାର୍ଯ୍ୟାଳୟର ଗୋଦାମ ଘରେ ପଶି ୮ରୁ ୧୦ ବସ୍ତା ଚାଉଳ ଖାଇ ଦେଇଥିବା ଅଭିଯୋଗ ହୋଇଛି। ହାତୀପଲକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ରାତି ତମାମ ନିଆଁ ହୁଳା ଧରି ଲୋକେ ଏହି ହାତୀପଲକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ ହେଁ, ସମ୍ଭବ ହୋଇପାରିନାହିଁ।</p><p>[vc_video link=&quot;&quot; align=&quot;center&quot;]</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos