ଏମାନେ ବି ଯବାନ: ବିପଦଶଙ୍କୁଳ ଅବସ୍ଥାରେ ଗର୍ଭବତୀଙ୍କୁ ନେଲେ ଡାକ୍ତରଖାନା

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଓବାଦୀଙ୍କ ସହ ବନ୍ଧୁକ ଓ ଗୁଳିରେ ଲଢ଼େଇ କରୁଥିବା ସୁରକ୍ଷା କର୍ମୀଙ୍କ ପାଖରେ ରହିଛି କୋମଳ ହୃଦୟ। ଅନ୍ୟର ଦୁଃଖ ତାଙ୍କୁ ମଧ୍ୟ ଦୁଃଖି କରିଦିଏ। ଆଜି ଏହାର ଏକ ଉଦାହରଣ ଦେଖିବାକୁ ମିଳିଥିଲା ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ। ଗର୍ଭଯନ୍ତ୍ରଣା ପାଉଥିବା ଜଣେ ମହିଳାଙ୍କୁ ନଦୀ ପାର୍‌ କରି ସେମାନେ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। କେମିତି ଥିଲା ପୂରା ଘଟଣା ପଢ଼ନ୍ତୁ। ବିଚ୍ଛିନ୍ନାଞ୍ଚଳର ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ଭୟ। ପାଦ ପକାଇବା ପୂର୍ବରୁ ଥରେ ନୁହେଁ, […]

mana vai

mana vai

Rakesh Mallick
  • Published: Thursday, 08 February 2018
  • Updated: 08 February 2018, 05:55 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଓବାଦୀଙ୍କ ସହ ବନ୍ଧୁକ ଓ ଗୁଳିରେ ଲଢ଼େଇ କରୁଥିବା ସୁରକ୍ଷା କର୍ମୀଙ୍କ ପାଖରେ ରହିଛି କୋମଳ ହୃଦୟ। ଅନ୍ୟର ଦୁଃଖ ତାଙ୍କୁ ମଧ୍ୟ ଦୁଃଖି କରିଦିଏ। ଆଜି ଏହାର ଏକ ଉଦାହରଣ ଦେଖିବାକୁ ମିଳିଥିଲା ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ। ଗର୍ଭଯନ୍ତ୍ରଣା ପାଉଥିବା ଜଣେ ମହିଳାଙ୍କୁ ନଦୀ ପାର୍‌ କରି ସେମାନେ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। କେମିତି ଥିଲା ପୂରା ଘଟଣା ପଢ଼ନ୍ତୁ।

ବିଚ୍ଛିନ୍ନାଞ୍ଚଳର ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ଭୟ। ପାଦ ପକାଇବା ପୂର୍ବରୁ ଥରେ ନୁହେଁ, ଶହେ ଥର ଚିନ୍ତା କରିବାକୁ ପଡ଼ିଥାଏ। କାରଣ ମନରେ ମାଓବାଦୀମାନଙ୍କ ଲ୍ୟାଣ୍ଡମାଇନ୍‌ ଭୟ ଥାଏ। ଏହା ପରେ ମଧ୍ୟ ଆଜି ଯବାନମାନେ ଦେବଦୂତ ସାଜିଛନ୍ତି। ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ସହାୟତାର ହାତ ବଢ଼ାଇ ଥିଲେ। ଜାନବାଈ ସିକ୍ୟୁରିଟି କ୍ୟାମ୍ପର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁଶୀଲ ସିଂହ ଓ ବଡପଡ଼ାର ସିକ୍ୟୁରିଟି କ୍ୟାମ୍ପର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସନ୍ଦୀପ କୁମାର ଗୁପ୍ତାଙ୍କ ନେତୃତ୍ୱରେ କିଛି ଯବାନ ଗର୍ଭବତୀ ମହିଳାଙ୍କୁ ପ୍ରଥମେ ଷ୍ଟ୍ରେଚରରେ ବୋହିନେବା ସହ ଡଙ୍ଗାରେ ପାର କରି ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

କିଛି ଦିନ ତଳେ ମାଲକାନଗିରି ସୀମା ମାଓପ୍ରବଣ ଛତିଶଗଡ଼ ରାଜ୍ୟରେ ଯବାନମାନେ ଜଣେ ଗର୍ଭବତୀଙ୍କୁ ଭାରରେ ବୋହି ମେଡ଼ିକାଲରେ ଭର୍ତ୍ତି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story