ଜୟବିଜୟ ଦ୍ୱାର ମରାମତି ପାଇଁ ମିଳିଲା ଅନୁମତି

<p>ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଜୟବିଜୟ ଦ୍ୱାର ମରାମତି ପାଇଁ ପ୍ରତ୍ନତତ୍ତ୍ୱ ବିଭାଗକୁ ଅନୁମତି ଦେଇଛି ଭିତର ସେବାୟତ ନିଯୋଗ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ମରାମତି ଚାଲିଥିବା ସମୟରେ ନୀତି ଯେମିତି ପ୍ରଭାବିତ ନହେବ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।</p> <p>ନୀତିକାନ୍ତି ସମୟରେ କୌଣସି କାର୍ଯ୍ୟ କରାଯିବ ନାହିଁ।&nbsp; ସ୍ନାନଯାତ୍ରା ଠାରୁ ରଥଯାତ୍ରା ଆରମ୍ଭ ପର୍ଯ୍ୟନ୍ତ ଜୟବିଜୟ ଦ୍ୱାର ମରାମତିକୁ ବନ୍ଦ କରାଯିବ। ରଥଯାତ୍ରା ପରଦିନ ଠାରୁ ଅଧରପଣା ପର୍ଯ୍ୟନ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ଗରାବଡୁ ନିଯୋଗର ସମ୍ପାଦକ କହିଛନ୍ତି।</p>

Ordigital Desk
  • Published: Friday, 11 May 2018
  • Updated: 11 May 2018, 07:52 AM IST

Sports

Latest News

<p>ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଜୟବିଜୟ ଦ୍ୱାର ମରାମତି ପାଇଁ ପ୍ରତ୍ନତତ୍ତ୍ୱ ବିଭାଗକୁ ଅନୁମତି ଦେଇଛି ଭିତର ସେବାୟତ ନିଯୋଗ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ମରାମତି ଚାଲିଥିବା ସମୟରେ ନୀତି ଯେମିତି ପ୍ରଭାବିତ ନହେବ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।</p><p>ନୀତିକାନ୍ତି ସମୟରେ କୌଣସି କାର୍ଯ୍ୟ କରାଯିବ ନାହିଁ।&nbsp; ସ୍ନାନଯାତ୍ରା ଠାରୁ ରଥଯାତ୍ରା ଆରମ୍ଭ ପର୍ଯ୍ୟନ୍ତ ଜୟବିଜୟ ଦ୍ୱାର ମରାମତିକୁ ବନ୍ଦ କରାଯିବ। ରଥଯାତ୍ରା ପରଦିନ ଠାରୁ ଅଧରପଣା ପର୍ଯ୍ୟନ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ଗରାବଡୁ ନିଯୋଗର ସମ୍ପାଦକ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos