ବଣ୍ଡା ଛାତ୍ର ନିଖୋଜ ଘଟଣାର ନ୍ୟାୟିକ ତଦନ୍ତ ଦାବି କଲେ ଜୟରାମ ପାଙ୍ଗୀ

ମାଲକାନଗିରି (ଓଡ଼ିଶା ରିପୋର୍ଟର): ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପରିଚାଳିତ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସ(କିସ୍‌)କୁ ପାଠ ପଢ଼ିବାକୁ ଆସିଥିଲେ ମାଲକାନଗିରି ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା। ଭାବିଥିଲେ ଭବିଷ୍ୟତ ଗଢ଼ିବେ। ମାଆଙ୍କ ଅଧୁରା ସ୍ୱପ୍ନ ସାକାର କରିବେ। ହେଲେ ରାଜଧାନୀର ଚକାଚକ୍‌ ପାଠଶାଳାର କିସ୍‌ରୁ ଆଉ ଘରକୁ ଫେରିଲେ ନାହିଁ ରାମଚନ୍ଦ୍ର। ପୁଅର ଫେରିବା ରାସ୍ତାକୁ ଅନାଇ ମାଆ ବୁଦାଇ ମାନ୍ଦ୍ରା ଗତକାଲି ମୁଦୁଲିପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ […]

Jayaram-Pangi

Jayaram-Pangi

Rakesh Mallick
  • Published: Sunday, 29 April 2018
  • Updated: 29 April 2018, 12:04 PM IST

Sports

Latest News

ମାଲକାନଗିରି (ଓଡ଼ିଶା ରିପୋର୍ଟର): ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପରିଚାଳିତ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସ(କିସ୍‌)କୁ ପାଠ ପଢ଼ିବାକୁ ଆସିଥିଲେ ମାଲକାନଗିରି ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା। ଭାବିଥିଲେ ଭବିଷ୍ୟତ ଗଢ଼ିବେ। ମାଆଙ୍କ ଅଧୁରା ସ୍ୱପ୍ନ ସାକାର କରିବେ। ହେଲେ ରାଜଧାନୀର ଚକାଚକ୍‌ ପାଠଶାଳାର କିସ୍‌ରୁ ଆଉ ଘରକୁ ଫେରିଲେ ନାହିଁ ରାମଚନ୍ଦ୍ର। ପୁଅର ଫେରିବା ରାସ୍ତାକୁ ଅନାଇ ମାଆ ବୁଦାଇ ମାନ୍ଦ୍ରା ଗତକାଲି ମୁଦୁଲିପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରିଛି। ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ରାଜ୍ୟ ସରକାରଙ୍କୁ ତୀର ମାରିଛନ୍ତି ଆଦିବାସୀ ନେତା ତଥା କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ।

ସୋସିଆଲ୍‌ ମିଡ଼ିଆ ଫେସ୍‌ବୁକ୍‌ରେ ସେ ଲେଖିଛନ୍ତି-“ବଣ୍ଡା ଜନଜାତି ଅବହେଳିତ ଥିଲେ। ଆଉ ଏବେ ବି ଅଛନ୍ତି। ନହେଲେ ଏକ ଶିକ୍ଷାନୁଷ୍ଠାନ ବଣ୍ଡା ଛାତ୍ରଙ୍କୁ ହଜାଇ ଦେବାର ୩ ବର୍ଷ ପରେ ସରକାର ଚୁପ୍‌ ବସିନଥାଆନ୍ତେ। ଏଣୁ ସନ୍ଦେହ ହେଉଛି ସରକାର ଉକ୍ତ ଶିକ୍ଷାନୁଷ୍ଠାନକୁ ଘଣ୍ଟ ଘୋଡ଼ାଇବାକୁ ପ୍ରୟାସ କରୁଛନ୍ତି। ଯଦି ଏଭଳି ନୁହେଁ, ତେବେ ବଣ୍ଡା ଛାତ୍ର ନିଖୋଜ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ କି?”

ଗତକାଲି ବୁଦାଇ ଥାନାରେ ଅଭିଯୋଗ କରିଛନ୍ତି, ୨୦୧୨ ମସିହାରେ କିସ୍ ଶିକ୍ଷାନୁଷ୍ଠାନ ଓ ବଣ୍ଡା ଉନ୍ନୟନ ସଂସ୍ଥା ପାଠ ପଢ଼ାଇବାର ପ୍ରତିଶ୍ରୁତି ଦେଇ ତାଙ୍କ ସାନ ପୁଅକୁ ନେଇଥିଲେ। ପ୍ରତିବର୍ଷ ଖରା ଛୁଟିରେ ରାମଚନ୍ଦ୍ର ଘରକୁ ଆସୁଥିଲା। ହେଲେ ୨୦୧୫ ମସିହାରେ ନବମ ଶ୍ରେଣୀ ପରୀକ୍ଷା ଦେଇ ଆଉ ଘରକୁ ଫେରିନଥିଲା। ନିଖୋଜ ହୋଇଯାଇଥିବା ଶୁଣି ବ୍ୟତିବ୍ୟସ୍ତ ହୋଇ ତାଙ୍କ ବଡ଼ ପୁଅ କିସ୍କୁ ବୁଝାବୁଝି କରିବା ପାଇଁ ଭୁବନେଶ୍ୱର ଆସିଥିଲା। ହେଲେ ସେ ସେଠାରୁ ନିରାଶ ହୋଇ ଫେରିଥିଲା। ଏମିତିକି କିସ୍ କର୍ତ୍ତୃପକ୍ଷ ତାଙ୍କ ବଡ଼ ପୁଅଙ୍କୁ କୌଣସି ପ୍ରକାର ସୂଚନା କିମ୍ବା ସହଯୋଗ କରିନଥିବା ଅଭିଯୋଗ କରିଛନ୍ତି ବୁଦାଇ ମାନ୍ଦ୍ରା

ଏହି ଘଟଣାରେ ଦୁଇ ଦିନ ତଳେ ପ୍ରତିକ୍ରିୟା ରଖି ଶିକ୍ଷାନୁଷ୍ଠାନରୁ ଛାତ୍ର ନିଖୋଜ ଅଭିଯୋଗକୁ ଅସ୍ୱୀକାର କରିଥିଲା କିସ୍।  ଛାତ୍ର ଜଣକ ଖରା ଛୁଟିରେ ଘରକୁ ଯାଇ ପାରିବାରିକ ଝଗଡ଼ା ପରେ କେଉଁ ଚାଲିଯାଇଥିବା କହିଥିଲେ କର୍ତ୍ତୃପକ୍ଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story