ଜୋଡିଆକ୍ ଫାଉଣ୍ଡେସନ୍ ଚିଟଫଣ୍ଡ ମାମଲା: କମ୍ପାନୀର ତିନି ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍

ଭୁବନେଶ୍ୱର: ଜୋଡିଆକ୍ ଫାଉଣ୍ଡେସନ୍ ଚିଟଫଣ୍ଡ୍ କାରବାର ମାମଲାରେ କମ୍ପାନୀର ତିନି ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ସିବିଆଇ ଶୁକ୍ରବାର କମ୍ପାନୀର ୩ ଅଧିକାରୀ ଦଣ୍ଡପାଣି ସେଠୀ, ଗଗନ ବିହାରୀ ବେହେରା ଓ ସୁବାସ ମହାନ୍ତିଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରିଛନ୍ତି। ଜୋଡିଆକ୍ ଫ।ଉଣ୍ଡେସନ୍ ବିରୋଧରେ ପ୍ରାୟ ୫୧ ଲକ୍ଷରୁ ଅଧିକ ଟଙ୍କ।ର ଠକେଇ ଅଭିଯୋଗ ରହିଛି। ଘଟଣାରେ ଦଣ୍ଡପାଣୀ ସେଠୀ ଏବେ ଜେଲରେ ଥିବା ବେଳେ ଗଗନ ବିହାରୀ ବେହେରା ଓ ସୁବାସ ମହାନ୍ତି […]

CBI-office

CBI-office

Rakesh Mallick
  • Published: Friday, 03 July 2015
  • Updated: 03 July 2015, 09:04 AM IST

ଭୁବନେଶ୍ୱର: ଜୋଡିଆକ୍ ଫାଉଣ୍ଡେସନ୍ ଚିଟଫଣ୍ଡ୍ କାରବାର ମାମଲାରେ କମ୍ପାନୀର ତିନି ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ସିବିଆଇ ଶୁକ୍ରବାର କମ୍ପାନୀର ୩ ଅଧିକାରୀ ଦଣ୍ଡପାଣି ସେଠୀ, ଗଗନ ବିହାରୀ ବେହେରା ଓ ସୁବାସ ମହାନ୍ତିଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରିଛନ୍ତି। ଜୋଡିଆକ୍ ଫ।ଉଣ୍ଡେସନ୍ ବିରୋଧରେ ପ୍ରାୟ ୫୧ ଲକ୍ଷରୁ ଅଧିକ ଟଙ୍କ।ର ଠକେଇ ଅଭିଯୋଗ ରହିଛି। ଘଟଣାରେ ଦଣ୍ଡପାଣୀ ସେଠୀ ଏବେ ଜେଲରେ ଥିବା ବେଳେ ଗଗନ ବିହାରୀ ବେହେରା ଓ ସୁବାସ ମହାନ୍ତି ଜାମିନରେ ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos