ଭୁଶୁଡ଼ିଲା ଓଡ଼ିଶା-ଛତିଶଗଡ଼ ନିର୍ମାଣାଧୀନ ରେଳ ପୋଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା-ଛତିଶଗଡ଼ ସୀମାରେ ପ୍ରବାହିତ ଜୋଙ୍କ୍ ନଦୀ ଉପରେ ଏକ ନିର୍ମାଣାଧୀନ ରେଳପୋଲ ଭାଙ୍ଗି ପଡ଼ିଛି। ଲଗାଣ ବର୍ଷା ଯୋଗୁ ଛତିଶଗଡ଼ର ଉପର ମୁଣ୍ଡରୁ ଅଧିକ ଜଳ ପ୍ରବାହିତ ହେବା କାରଣରୁ ଏହି ବ୍ରିଜ୍‌ ଭାଙ୍ଗି ପଡ଼ିଥିବା ଜଣାପଡ଼ିଛି। ରାୟପୁର-ବିଶାଖାପାଟଣା ମଧ୍ୟରେ ଥିବା ରେଳ ପୋଲ ଦୋହରୀକରଣ କାର୍ଯ୍ୟ କରାଯାଉଥିଲା। ରେଳଯାତ୍ରାକୁ ସୁଗମ କରିବାକୁ ଏହି ବ୍ରିଜ୍‌ ନିର୍ମାଣ କରାଯାଉଥିଲା। ଫଲ୍ସ ପଡିଥିବା ବେଳେ ଏହା ଉପରେ ସ୍ଲାବ୍‌ ପଡ଼ିବାକୁ ବ୍ୟବସ୍ଥା କରାଯାଉଥିଲା। ତେବେ ଆଜି ହଠାତ୍‌ […]

muni

muni

Rakesh Mallick
  • Published: Tuesday, 17 July 2018
  • Updated: 17 July 2018, 02:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା-ଛତିଶଗଡ଼ ସୀମାରେ ପ୍ରବାହିତ ଜୋଙ୍କ୍ ନଦୀ ଉପରେ ଏକ ନିର୍ମାଣାଧୀନ ରେଳପୋଲ ଭାଙ୍ଗି ପଡ଼ିଛି। ଲଗାଣ ବର୍ଷା ଯୋଗୁ ଛତିଶଗଡ଼ର ଉପର ମୁଣ୍ଡରୁ ଅଧିକ ଜଳ ପ୍ରବାହିତ ହେବା କାରଣରୁ ଏହି ବ୍ରିଜ୍‌ ଭାଙ୍ଗି ପଡ଼ିଥିବା ଜଣାପଡ଼ିଛି।

ରାୟପୁର-ବିଶାଖାପାଟଣା ମଧ୍ୟରେ ଥିବା ରେଳ ପୋଲ ଦୋହରୀକରଣ କାର୍ଯ୍ୟ କରାଯାଉଥିଲା। ରେଳଯାତ୍ରାକୁ ସୁଗମ କରିବାକୁ ଏହି ବ୍ରିଜ୍‌ ନିର୍ମାଣ କରାଯାଉଥିଲା। ଫଲ୍ସ ପଡିଥିବା ବେଳେ ଏହା ଉପରେ ସ୍ଲାବ୍‌ ପଡ଼ିବାକୁ ବ୍ୟବସ୍ଥା କରାଯାଉଥିଲା। ତେବେ ଆଜି ହଠାତ୍‌ ବନ୍ୟା ପାଣି ମାଡ଼ି ଆସିବାରୁ ରେଳ ବ୍ରିଜ୍‌ର ଫଲ୍ସ୍‌ ଧୋଇ ଯାଇଛି। କେଉଁ ପରିସ୍ଥିତିରେ ଏହି ବ୍ରିଜ୍ ଭାଙ୍ଗିଛି, ପୁଲିସ ଏହାର ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story