ତଦନ୍ତ କମିଶନ ଅଧ୍ୟକ୍ଷ ହେଲେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଘୁବୀର ଦାସ

କଟକ/ପୁରୀ (ଓଡ଼ିଶା ରିପୋର୍ଟ): ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡା ଚାବି ହଜିଯାଇଛି। ଏନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର ବିଚାର ବିଭାଗୟୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆଜି ନିଯୁକ୍ତ ହୋଇଛନ୍ତି ତଦନ୍ତ କମିଶନ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଚାବି ହଜିଯାଇଥିବା କଥାକୁ ଆଦୌ ସହଜରେ ଗ୍ରହଣ କରୁନାହାନ୍ତି ଜଣେ ପୂର୍ବତନ ପରିଚାଳନା କମିଟି […]

Justice Raghubir Das, retired judge of Orissa High Court appointed chairman,Commission of Inquiry of MissingRatnaBhandarKeys incident

Rakesh Mallick
  • Published: Wednesday, 06 June 2018
  • Updated: 06 June 2018, 08:49 PM IST

କଟକ/ପୁରୀ (ଓଡ଼ିଶା ରିପୋର୍ଟ): ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡା ଚାବି ହଜିଯାଇଛି। ଏନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର ବିଚାର ବିଭାଗୟୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆଜି ନିଯୁକ୍ତ ହୋଇଛନ୍ତି ତଦନ୍ତ କମିଶନ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଚାବି ହଜିଯାଇଥିବା କଥାକୁ ଆଦୌ ସହଜରେ ଗ୍ରହଣ କରୁନାହାନ୍ତି ଜଣେ ପୂର୍ବତନ ପରିଚାଳନା କମିଟି ସଦସ୍ୟ।

ଟ୍ରେଜେରୀରୁ କୁଆଡ଼େ ଗଲା ରତ୍ନଭଣ୍ଡାର ଚାବି? ହଜି ଯାଇଛି ନା କିଏ ଚୋରି ହୋଇଯାଇଛି? ସତ ବାହାର କରିବାକୁ ଆଜି ନିଯୁକ୍ତ ହୋଇଛନ୍ତି ବିଚାର ବିଭାଗୀୟ କମିଶନ ଅଧ୍ୟକ୍ଷ। ହାଇକୋର୍ଟର ପୂର୍ବତନ ବିଚାରପଚି ଜଷ୍ଟିସ ରଘୁବୀର ଦାସଙ୍କୁ କମିଶନ୍‌ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ତେବେ କମିଶନ ନିର୍ଦ୍ଦିଷ୍ଟ ଭାବେ କେଉଁ ଦିଗକୁ ନେଇ ତଦନ୍ତ କରିବେ ସେ ସମ୍ପର୍କରେ ଟର୍ମସ ଅଫ୍ ରେଫରେନ୍ସ ନିର୍ଦ୍ଧାରଣ ହୋଇନାହିଁ। ତେବେ ନିଯୁକ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ରଘୁବୀର ଦାସ କହିଛନ୍ତି-“ଏହା ଗୁରୁତ୍ୱପୂର୍ଣ୍ଣ ବିଷୟ, ନିରପେକ୍ଷ ତଦନ୍ତ ହେବ।”

ରତ୍ନଭଣ୍ଡାର ଚାବି ନିଖୋଜିକୁ ୨ ମାସ ବିତିଯାଇଥିଲେ ମଧ୍ୟ ପୁରୀ ଜିଲ୍ଲାପାଳ କାହିଁକି ଚୁପ୍‌ ବସିଛନ୍ତି? ଯଦି ଚାବି ନମିଳେ ଆଗକୁ କଣ ହେବ ? ଏହାକୁ ନେଇ ଏବେ ଉତ୍କଣ୍ଠାରେ ଅଛନ୍ତି କୋଟି କୋଟି ଜଗନ୍ନାଥପ୍ରେମୀ। ଯଦିଓ ଏପ୍ରିଲ ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍ପଷ୍ଟ ଭାବେ ଜିଲ୍ଲାପାଳଙ୍କୁ ଆଉ ଥରେ ତନ୍ନ ତନ୍ନ କରି ଚାବି ଖୋଜିବାକୁ କୁହାଯାଇଥିଲା, ହେଲେ ତା’ପରେ ସେ କି ପଦକ୍ଷେପ ନେଇଛନ୍ତି? ତାହା ଏବେ ଅଜଣା। ଏମିତିକି ଚାବି ନମିଳିଲେ ପରବର୍ତ୍ତୀ ବୈଠକରେ ତାଲା ଭଙ୍ଗାଯିବା ଉପରେ ନିଷ୍ପତ୍ତି ନେବାକୁ ବି ସହମତି ହୋଇଛି। ହେଲେ ସେ ନେଇ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନି। ସେପଟେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ୍ କହିଛନ୍ତି, ଚାବି ହଜିବା ଘଟଣାର ତଦନ୍ତକୁ ସେ ସହଯୋଗ କରିବେ।

ଏସବୁ ଭିତରେ ହଜିଯାଇଥିବା ଚାବିର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ପୂର୍ବତନ ପରିଚାଳନା କମିଟି ସଦସ୍ୟ ମନୋରଞ୍ଜନ ସିଂହାରୀ। ୨୦ରୁ ୨୫ ଇଞ୍ଚର ଏହି ପିତଳ କମକୂଟ ଚାବିଟି ୧୯୮୫ ମସିହାରେ ଭିତର ରତ୍ନଭଣ୍ଡାର ଜଉମୁଦ ପରେ ତତ୍କାଳୀନ ପୁରୀ କଲେକ୍ଟର ନରେନ୍ଦ୍ର ମହାପାତ୍ରଙ୍କୁ ଦିଆଯାଇଥିଲା। ଚାବି ହଜିନି ବରଂ ରତ୍ନଭଣ୍ଡାର ସମ୍ପତ୍ତି ଜାଣିବା ପାଇଁ ଏହା ଫାର୍ସ ବୋଲି ସେ କହିଛନ୍ତି।

ରତ୍ନଭଣ୍ଡାର ଚାବି ହଜିବା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଦାଏର ହୋଇଛି ଜନସ୍ୱାର୍ଥ ମାମଲା। ସେହିଭଳି ଦାୟିତ୍ୱହୀନତା ପାଇଁ ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜଗନ୍ନାଥ ସେନା ପକ୍ଷରୁ ପୁରୀରେ କରାଯାଇଛି ବିକ୍ଷୋଭ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story