୧୭ରେ ରାଜ୍ୟସ୍ତରୀୟ ମହାବିନାୟକ କବିତା ଉତ୍ସବ

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ପତ୍ରିକା ‘ସାହିତ୍ୟ ଦର୍ପଣ’ ପକ୍ଷରୁ ଚଣ୍ଡିଖୋଲଠାରେ ଆସନ୍ତା ୧୭ ତାରିଖରେ ରାଜ୍ୟସ୍ତରୀୟ ମହାବିନାୟକ କବିତା ଉତ୍ସବ ଆୟୋଜିତ ହେବ। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପତ୍ରିକାର ସମ୍ପାଦକ ବିମଳ ପତି ଅଧ୍ୟକ୍ଷତା କରିଥିଲେ। ସର୍ବସମ୍ମତି କ୍ରମେ ଅଭ୍ୟର୍ଥନା ସମିତି ଗଠନ କରାଯାଇ ସଭାପତି ଭାବେ ତ୍ରିଲୋଚନ ରାଉତ ଓ ଉପସଭାପତି ଭାବେ ସଂଜୟ କୁମାର ସ୍ୱାଇଁଙ୍କୁ ମନୋନୀତ କରାଯାଇଛି। ସେହିପରି ସମ୍ପାଦକ ଭାବେ ପ୍ରସନ୍ନ […]

kabita utsab will be held in june 17 in jajpur

kabita utsab will be held in june 17 in jajpur

Rakesh Mallick
  • Published: Thursday, 07 June 2018
  • Updated: 07 June 2018, 09:12 AM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ପତ୍ରିକା ‘ସାହିତ୍ୟ ଦର୍ପଣ’ ପକ୍ଷରୁ ଚଣ୍ଡିଖୋଲଠାରେ ଆସନ୍ତା ୧୭ ତାରିଖରେ ରାଜ୍ୟସ୍ତରୀୟ ମହାବିନାୟକ କବିତା ଉତ୍ସବ ଆୟୋଜିତ ହେବ। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପତ୍ରିକାର ସମ୍ପାଦକ ବିମଳ ପତି ଅଧ୍ୟକ୍ଷତା କରିଥିଲେ। ସର୍ବସମ୍ମତି କ୍ରମେ ଅଭ୍ୟର୍ଥନା ସମିତି ଗଠନ କରାଯାଇ ସଭାପତି ଭାବେ ତ୍ରିଲୋଚନ ରାଉତ ଓ ଉପସଭାପତି ଭାବେ ସଂଜୟ କୁମାର ସ୍ୱାଇଁଙ୍କୁ ମନୋନୀତ କରାଯାଇଛି। ସେହିପରି ସମ୍ପାଦକ ଭାବେ ପ୍ରସନ୍ନ ରାଉତ, ସଦସ୍ୟ ଭାବେ ମୋହନ ଖିଲାର, ବାସୁଦେବ ଜେନା, ଯତିନ୍ଦ୍ର ନାୟକ, ପ୍ରଦୀପ ପୃଷ୍ଟି, ସମରେନ୍ଦ୍ର ମାହାଲା, ମହେଶ୍ୱର ରାଉତ, ଅନିରୁଦ୍ଧ ସାମନ୍ତରାୟ, ଦିଲ୍ଲୀପ ନାୟକଙ୍କୁ ମନୋନୀତ କରାଯାଇଛି। ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୪୫ ଜଣ  କବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos