କଳାହାଣ୍ଡି: ୯ ଦଫା ଦାବି ନେଇ ବିଜେପିର ଧାରଣା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ୯ ଦଫା ଦାବି ନେଇ ବିଜେପି ପକ୍ଷରୁ ଧାରଣା ଦିଆଯାଇଥିଲା। ସ୍ଥାନୀୟ ଅଞ୍ଚଳର ଡାକ୍ତରଖାନାଗୁଡ଼ିକରେ ଖାଲିଥିବା ଡାକ୍ତରୀ ପଦବୀ ପୂରଣ, ଜୟପାଟଣାକୁ ଏନ୍ଏସି ଘୋଷଣା, ରବି ଫସଲ କ୍ଷତିପୂରଣ ପ୍ରଦାନ ଆଦି ୯ ଦଫା ଦାବି ଦଳ ପକ୍ଷରୁ କରାଯାଇଛି । ଧାରଣା ପୂର୍ବରୁ ଦଳୀୟ କର୍ମୀମାନେ ଏକ ରାଲି କରିଥିଲେ । ଶୀଘ୍ର ଦାବି ପୂରଣ କରା ନ ଗଲେ ଆଗାମୀ ଦିନରେ ବିଜେପି ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି […]

kalahandi

kalahandi

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 03:23 AM IST

Sports

Latest News

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ୯ ଦଫା ଦାବି ନେଇ ବିଜେପି ପକ୍ଷରୁ ଧାରଣା ଦିଆଯାଇଥିଲା। ସ୍ଥାନୀୟ ଅଞ୍ଚଳର ଡାକ୍ତରଖାନାଗୁଡ଼ିକରେ ଖାଲିଥିବା ଡାକ୍ତରୀ ପଦବୀ ପୂରଣ, ଜୟପାଟଣାକୁ ଏନ୍ଏସି ଘୋଷଣା, ରବି ଫସଲ କ୍ଷତିପୂରଣ ପ୍ରଦାନ ଆଦି ୯ ଦଫା ଦାବି ଦଳ ପକ୍ଷରୁ କରାଯାଇଛି । ଧାରଣା ପୂର୍ବରୁ ଦଳୀୟ କର୍ମୀମାନେ ଏକ ରାଲି କରିଥିଲେ । ଶୀଘ୍ର ଦାବି ପୂରଣ କରା ନ ଗଲେ ଆଗାମୀ ଦିନରେ ବିଜେପି ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି। ଧାରଣାରେ ବିଜେପିର ଅନେକ ସ୍ଥାନୀୟ କର୍ମୀ ଓ ନେତା ସାମିଲ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos