ଧାନ ବଦଳରେ କିରାସିନି ଦେବାକୁ ଚାଷୀଙ୍କ ଦାବି

ଧର୍ମଗଡ଼: ଧାନ ବଦଳରେ କିରାସିନି ମାଗିଲେ ଚାଷୀ। ଏପରି ଅଭିନବ ଉପାୟରେ ଶତାଧିକ ଚାଷୀ ଧାନ ବସ୍ତା ଧରି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ କାଶିବାହାଲ ପଞ୍ଚାୟତ ଅଫିସ୍‌ ଆଗରେ ପ୍ରତିବାଦ କରିଥିଲେ। ସ୍ଥାନୀୟ ସରପଞ୍ଚ ବିରୋଧ କରିବାରୁ ଚାଷୀମାନେ ଧାନ ବଦଳରେ କିରାସିନି ଦିଅ ବୋଲି କହିଥିଲେ। ସରପଞ୍ଚ ଅସହାୟତା ପ୍ରକାଶ କରିବାରୁ ଉତ୍ତ୍ୟକ୍ତ ଚାଷୀମାନେ ତାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ବିମୁଦ୍ରାକରଣ ଯୋଗୁଁ ଚାଷୀମାନେ କୌଣସି ଜିନିଷ କିଣି ପାରୁନାହାନ୍ତି। ଏପରିକି ଘରୋଇ […]

klahandi

klahandi

Rakesh Mallick
  • Published: Saturday, 10 December 2016
  • Updated: 10 December 2016, 11:08 PM IST

Sports

Latest News

ଧର୍ମଗଡ଼: ଧାନ ବଦଳରେ କିରାସିନି ମାଗିଲେ ଚାଷୀ। ଏପରି ଅଭିନବ ଉପାୟରେ ଶତାଧିକ ଚାଷୀ ଧାନ ବସ୍ତା ଧରି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ କାଶିବାହାଲ ପଞ୍ଚାୟତ ଅଫିସ୍‌ ଆଗରେ ପ୍ରତିବାଦ କରିଥିଲେ। ସ୍ଥାନୀୟ ସରପଞ୍ଚ ବିରୋଧ କରିବାରୁ ଚାଷୀମାନେ ଧାନ ବଦଳରେ କିରାସିନି ଦିଅ ବୋଲି କହିଥିଲେ। ସରପଞ୍ଚ ଅସହାୟତା ପ୍ରକାଶ କରିବାରୁ ଉତ୍ତ୍ୟକ୍ତ ଚାଷୀମାନେ ତାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ।

ବିମୁଦ୍ରାକରଣ ଯୋଗୁଁ ଚାଷୀମାନେ କୌଣସି ଜିନିଷ କିଣି ପାରୁନାହାନ୍ତି। ଏପରିକି ଘରୋଇ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ କିଣି ପାରୁ ନାହାନ୍ତି। କିରାସିନି କିଣିବା ପାଇଁ ପାଖରେ ପଇସା ନାହିଁ। ତେଣୁ ଧାନ ବଦଳରେ କିରାସିନି ଦିଅନ୍ତୁ ବୋଲି ଚାଷୀ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story