କାଳିଜାଈ ବୋଟ୍ ଟ୍ରାଜେଡି: ଝଡ଼ବତାସରୁ ଡଙ୍ଗା ବୁଡ଼ିଥିବା କହି ହାତ ଝାଡ଼ିଦେଲେ

ଭୁବନେଶ୍ୱର/ମାଲକାନଗିରି/ଖୋର୍ଦ୍ଦା(ଓଡ଼ିଶା ରିପୋର୍ଟର): ଡଙ୍ଗାରେ ତ୍ରୁଟି ନୁହେଁ। ବରଂ କାଳବୈଶାଖୀ ଯୋଗୁ ଭାରସାମ୍ୟ ହରାଇ କାଳିଜାଈରେ ଡଙ୍ଗାବୁଡି ଥିଲା। ଏହା କହିଛନ୍ତି ବନ୍ଦର ଓ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟର ଏକଜିକ୍ୟୁଟିଭ ଇଞ୍ଜିନିୟର।  କାଳିଜାଈ ଡଙ୍ଗାବୁଡି ଘଟଣାର ଆଜିଠୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଗକୁ ମଧ୍ୟ ତଦନ୍ତ ଚାଲିବ ବୋଲି ସେ କହିଛନ୍ତି।  ଆଜି ୭ଜଣିଆ ତଦନ୍ତକାରୀ ଟିମ୍ ଜେଟିରେ ପହଞ୍ଚି ବିଭିନ୍ନ ଡଙ୍ଗାର କାଗଜପତ୍ର ସହ ଫିଟନେସ୍ ମଧ୍ୟ ଯାଞ୍ଚ କରିଛନ୍ତି । ଅନ୍ୟପଟେ ଡଙ୍ଗା […]

OR photo2018-06-19-20h59m51s377

OR photo2018-06-19-20h59m51s377

Rakesh Mallick
  • Published: Tuesday, 19 June 2018
  • Updated: 19 June 2018, 09:07 PM IST

Sports

Latest News

ଭୁବନେଶ୍ୱର/ମାଲକାନଗିରି/ଖୋର୍ଦ୍ଦା(ଓଡ଼ିଶା ରିପୋର୍ଟର): ଡଙ୍ଗାରେ ତ୍ରୁଟି ନୁହେଁ। ବରଂ କାଳବୈଶାଖୀ ଯୋଗୁ ଭାରସାମ୍ୟ ହରାଇ କାଳିଜାଈରେ ଡଙ୍ଗାବୁଡି ଥିଲା। ଏହା କହିଛନ୍ତି ବନ୍ଦର ଓ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟର ଏକଜିକ୍ୟୁଟିଭ ଇଞ୍ଜିନିୟର।  କାଳିଜାଈ ଡଙ୍ଗାବୁଡି ଘଟଣାର ଆଜିଠୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଗକୁ ମଧ୍ୟ ତଦନ୍ତ ଚାଲିବ ବୋଲି ସେ କହିଛନ୍ତି।  ଆଜି ୭ଜଣିଆ ତଦନ୍ତକାରୀ ଟିମ୍ ଜେଟିରେ ପହଞ୍ଚି ବିଭିନ୍ନ ଡଙ୍ଗାର କାଗଜପତ୍ର ସହ ଫିଟନେସ୍ ମଧ୍ୟ ଯାଞ୍ଚ କରିଛନ୍ତି । ଅନ୍ୟପଟେ ଡଙ୍ଗା ବୁଡି ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି।  ଆଜି ଖୋର୍ଦ୍ଧା ଜିଲ୍ଲାପାଳ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିଛନ୍ତି। ଚିଲିକା ଡଙ୍ଗା ବୁଡି ଘଟଣା ପରେ ରାଜ୍ୟରେ କେମିତି ଚାଲିଛି ନୌଯାତ୍ରା, ସ୍ଥିତି ପରଖିବା ଲାଗି ଘାଟରୁ ଘାଟ ବୁଲି ସ୍ଥିତି ପରଖି ଥିଲା ଓଟିଭି।

ଅକାତ କାତ ପାଣି । ଆଉ ପାଣି କାଟି ଆଗକୁ ବଢ଼ି ଚାଲିଛି ଡଙ୍ଗା। ଲୋକେ ସିନା ବସିଛନ୍ତି, ହେଲେ ଛାତିରେ ଛାତିଏ ଭୟ । ମାଲକାନଗିରି ଏମ୍ଭି-୨୭ ଗାଁ ନିକଟରେ ପ୍ରବାହିତ ପୋଟେରୁ ନଈରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଘାଟର ଭଙ୍ଗା ଦଦରା ଡଙ୍ଗାରୁ ପାଣି କାଢ଼ିବାରେ ବ୍ୟସ୍ତ ନାଉରିଆ।  ତା’ସହିତ ଡଙ୍ଗାରେ ଯେତେ ଲୋକ ଯିବା କଥା,ଚଢିଛନ୍ତି ୫ ଗୁଣା।  ଯାତ୍ରୀଙ୍କ ସହ ଲଦା ହୋଇଛି ମୋଟର ସାଇକେଲ୍ ଓ  ସାଇକେଲ୍ ଓ  ଲାଇଫ୍ ଜ୍ୟାକେଟ୍‌ । ୫ଟି ପଞ୍ଚାୟତର ୫ ହଜାରରୁ ଅଧିକ ଲୋକ ଏମିତି ଜୀବନକୁ ବାଜି ଲଗାଇ ଯାଆସ କରୁଛନ୍ତି। କେନ୍ଦ୍ରାପଡ଼ା ମହାକାଳପଡ଼ା ବାହାକୁଦ୍ ଘାଟରେ ତ ଚିତ୍ର ଆହୁରି ଭୟଙ୍କର। ମହାନଦୀ ମୁହାଣ ନିକଟରେ ଥିବା ଏହି ଘାଟ ଅତି ବିପଦପୂର୍ଣ୍ଣ ।

ନୌଯାତ୍ରାକୁ ସୁରକ୍ଷିତ କରିବା ଲାଗି ଅନେକ ଜ୍ଞନକୌଶଳ ଆସିଲାଣି।  ନୂଆ ନୂଆ ଧରଣର ବୋଟ୍, ଲଞ୍ଚ ଓ ଫେରି ବାହାରିଲାଣି । ହେଲେ ଆମ ରାଜ୍ୟରେ ଚିତ୍ର  ସେଇ ପୁରୁଣା । ପାରମ୍ପରିକ କାଠ ଡଙ୍ଗାରେ ପାଣି ପମ୍ପ ବା ମଟର ସାଇକେଲ  ଇଂଜିନ ଲଗାଇ ଚାଲୁଛି ଭୁଟୁଭୁଟି।  ଯାତ୍ରୀ କେମିତି ଯାଉଛନ୍ତି ଦେଖିବାକୁ ବି କେହିନାହାନ୍ତି ।  ପାରମ୍ପରିକ ଡଙ୍ଗା ଓ ଭୁଟୁଭୁଟି ମାଲ ଓ ଯାତ୍ରୀ ପରିବହନ ଲାଗି ଉପଯୁକ୍ତ କି ନୁହେଁ ତାହା ଯାଞ୍ଚ ଲାଗି ଉଦ୍ଦିଷ୍ଟ ସର୍ଭେୟରଙ୍କ ପଦ ମଧ୍ୟ ବହୁ ଦିନରୁ ଖାଲି । ଏବେ ରାଜ୍ୟରେ ୨ହଜାର ୫୨୪ଟି କାତ ଓ ଇଂଜିନ୍ ଚାଳିତ ଡଙ୍ଗା ପଞ୍ଜିକୃତ ହୋଇଛି । ଏଥିରୁ ୨୪୩ଟି ସରକାରୀ ହୋଇଥିବା ବେଳେ ଅବଶିଷ୍ଟ ୨ହଜାର ୨୮୧ଟି ଘରୋଇ। ଏଥିପାଇଁ ୧୨ ହଜାରରୁ ଅଧିକ ଲାଇଫ୍‌ବୟ, ୬୩ ହଜାରରୁ ଅଧିକ ଲାଇଫ୍ ଜ୍ୟାକେଟ୍ ଓ ୧୯ଶହ ଅଗ୍ନି ନିର୍ବାପକ ଯନ୍ତ୍ରର ଆବଶ୍ୟକ। ତେବେ ବର୍ତ୍ତମାନ ମାତ୍ର ୧ହଜାର ୫୨୫ ଲାଇଫ୍‌ବୟ, ୭ହଜାର ୬୪୫ ଲାଇଫ୍ ଜ୍ୟାକେଟ୍ ଓ ୩୦୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇ ଦେଇଛନ୍ତି ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story