କାମାକ୍ଷାନଗର: ଭଏରପୁର ଶାଖା କେନାଲରେ ୨୫ ମିଟରର ଘାଇ, ଶହ ଶହ ଏକର ଧାନଜମି ଜଳମଗ୍ନ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରେଙ୍ଗାଲି ବାମ କେନାଲର ଭଏରପୁର ଶାଖା କେନାଲରେ ଇଛାବତିପୁର-ଆମ୍ବବୋଲ ମଧ୍ୟରେ ପ୍ରାୟ ୨୫ ମିଟର ଘାଇ ସୃଷ୍ଟି ହୋଇଛି । ଶୁକ୍ରବାର ରାତି ପ୍ରାୟ ୧୨ଟାରେ ହୋଇଥିବା ଏହି ଘାଇ ଯୋଗୁଁ ଇଛାବତିପୁର ଓ ଆମ୍ବବୋଲ ଗ୍ରାମର ପ୍ରାୟ ୩ଶହ ଏକର ଧାନ ଜମି ଜଳମଗ୍ନ ହୋଇଯାଇଛି । ଫଳରେ ଏହି ଦୁଇ ଗ୍ରାମର ଚାଷୀ ଏବେ ଫସଲ ନଷ୍ଟ ହୋଇଯିବା ଚିନ୍ତାରେ ପଡିଛନ୍ତି । ଅନ୍ୟପକ୍ଷେ ଘାଇ ଯୋଗୁ […]

d

d

Rakesh Mallick
  • Published: Saturday, 25 July 2015
  • Updated: 25 July 2015, 10:14 AM IST

Sports

Latest News

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରେଙ୍ଗାଲି ବାମ କେନାଲର ଭଏରପୁର ଶାଖା କେନାଲରେ ଇଛାବତିପୁର-ଆମ୍ବବୋଲ ମଧ୍ୟରେ ପ୍ରାୟ ୨୫ ମିଟର ଘାଇ ସୃଷ୍ଟି ହୋଇଛି । ଶୁକ୍ରବାର ରାତି ପ୍ରାୟ ୧୨ଟାରେ ହୋଇଥିବା ଏହି ଘାଇ ଯୋଗୁଁ ଇଛାବତିପୁର ଓ ଆମ୍ବବୋଲ ଗ୍ରାମର ପ୍ରାୟ ୩ଶହ ଏକର ଧାନ ଜମି ଜଳମଗ୍ନ ହୋଇଯାଇଛି । ଫଳରେ ଏହି ଦୁଇ ଗ୍ରାମର ଚାଷୀ ଏବେ ଫସଲ ନଷ୍ଟ ହୋଇଯିବା ଚିନ୍ତାରେ ପଡିଛନ୍ତି । ଅନ୍ୟପକ୍ଷେ ଘାଇ ଯୋଗୁ ବାରୁଆଁ, କୋଟଗରା, ରାୟନରସିଂହପୁର ଓ ସୋଗର ପଞ୍ଚାୟତର ଚାଷଜମିକୁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏପରି ସ୍ଥତିରେ ଏହି ୪ ପଞ୍ଚାୟତରେ ଥିବା ଚାଷଜମି ଲାଗି ଜଳାଭାବ ସମସ୍ୟା ଦେଖାଦେବାର ଆଶଙ୍କା ପ୍ରକାଶ ପାଇଛି ।d1

ବିଭାଗୀୟ ଅଧିକାରୀ ଖାମଖିଆଲ ଭାବେ ଆବଶ୍ୟକଠାରୁ ଅଧିକ ପାଣି ଶାଖା କେନାଲରେ ଛାଡିବା ଦ୍ୱାରା ଏହି ଘାଇ ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବରପାଇ ରେଙ୍ଗାଲି ସମଲ ସିସି ଗୁଣନିଧି ମିଶ୍ର ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କ ସହ ଘଟଣା ନେଇ ଆଲୋଚନା କରିଛନ୍ତି । ଇଛାବତିପୁର-ଆମ୍ବବୋଲ ମଧ୍ୟରେ ଶାଖା କେନାଲର ବନ୍ଧ ଦୁର୍ବଳ ଥିବାରୁ ଏହାକୁ ମରାମତି କାହିଁକି କରାଗଲାନାହିଁ, ଯଦି ମରାମତି କରାଯାଇନାହିଁ ତେବେ ଆବଶ୍ୟକଠାରୁ ଅଧିକ ପାଣି କାହିଁକି ଛଡାଗଲା ବୋଲି ସେ ଉଭୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ତୁରନ୍ତ ବିହିତ ପଦକ୍ଷେପ ନିଆଯାଇ ଘାଇ ମରାମତି କରାଯିବାକୁ ଅଞ୍ଚଳର ଚାଷୀ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story