କାମାକ୍ଷାନଗର:ମିଶ୍ରଲାଲ ମାଇନ୍ସରେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର

କାମାକ୍ଷାନଗର:କାମାକ୍ଷାନଗର କାନପୁରା ଠାରେ ଥିବା ମିଶ୍ରଲାଲ ମାଇନ୍ସ ଲିମିଟେଡରେ ମଙ୍ଗଳବାର ଅକ୍ସିଜେନ ଅନଲୋଡ ବେଳେ ଏକ ଅଘଟଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ଣରେ ଯାଜପୁରରୁ ଆସିଥିବା ଏକ ଅକ୍ସିଜେନ ବୋଝେଇ ଟ୍ରକରୁ   ଏହି ଶ୍ରମିକମାନେ ଅନଲୋଡ କରୁଥିବାବେଳେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ଏହାସହ  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

dead

dead

Rakesh Mallick
  • Published: Tuesday, 28 July 2015
  • Updated: 28 July 2015, 12:19 PM IST

Sports

Latest News

କାମାକ୍ଷାନଗର:କାମାକ୍ଷାନଗର କାନପୁରା ଠାରେ ଥିବା ମିଶ୍ରଲାଲ ମାଇନ୍ସ ଲିମିଟେଡରେ ମଙ୍ଗଳବାର ଅକ୍ସିଜେନ ଅନଲୋଡ ବେଳେ ଏକ ଅଘଟଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ଣରେ ଯାଜପୁରରୁ ଆସିଥିବା ଏକ ଅକ୍ସିଜେନ ବୋଝେଇ ଟ୍ରକରୁ   ଏହି ଶ୍ରମିକମାନେ ଅନଲୋଡ କରୁଥିବାବେଳେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ଏହାସହ  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos