ନୟାଗଡ଼ରେ କଙ୍ଗାରୁ କୋର୍ଟ! ୩ ଜଣଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ଭୁଲ୍‌ କଲେ ଦଣ୍ଡ ଦେବାର ଅଧିକାର ଗାଁ ଲୋକଙ୍କର ନାହିଁ। ଏଥିପାଇଁ କୋର୍ଟ କଚେରୀ ରହିଛି। ମାତ୍ର କେତେକ ବ୍ୟକ୍ତି କ୍ଷଣକ ରୋଷରେ ବସବର୍ତ୍ତୀ ହୋଇ ଭୁଲ୍‌ ଓ ଠିକ୍‌ର ବିଚାର ନକରି ୩ ଜଣଙ୍କୁ ବାନ୍ଧି ପକାଇ ନିର୍ଧୁମ ପିଟିଛନ୍ତି। ଏପରି କଙ୍ଗାରୁ କୋର୍ଟ ନୟାଗଡ଼ ଜିଲ୍ଲା ଦୁଡ଼ା ଗାଁରେ ବସିଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୋଲିସକୁ ମଧ୍ୟ ସେମାନେ ଦେଇନଥିଲେ। ଗିରଫ ନକଲେ ଛାଡ଼ିବେ ନାହିଁ ବୋଲି ପୋଲିସ୍‌କୁ […]

congaro court in nayagardh

congaro court in nayagardh

Rakesh Mallick
  • Published: Monday, 21 May 2018
  • Updated: 21 May 2018, 04:40 PM IST

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ଭୁଲ୍‌ କଲେ ଦଣ୍ଡ ଦେବାର ଅଧିକାର ଗାଁ ଲୋକଙ୍କର ନାହିଁ। ଏଥିପାଇଁ କୋର୍ଟ କଚେରୀ ରହିଛି। ମାତ୍ର କେତେକ ବ୍ୟକ୍ତି କ୍ଷଣକ ରୋଷରେ ବସବର୍ତ୍ତୀ ହୋଇ ଭୁଲ୍‌ ଓ ଠିକ୍‌ର ବିଚାର ନକରି ୩ ଜଣଙ୍କୁ ବାନ୍ଧି ପକାଇ ନିର୍ଧୁମ ପିଟିଛନ୍ତି। ଏପରି କଙ୍ଗାରୁ କୋର୍ଟ ନୟାଗଡ଼ ଜିଲ୍ଲା ଦୁଡ଼ା ଗାଁରେ ବସିଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୋଲିସକୁ ମଧ୍ୟ ସେମାନେ ଦେଇନଥିଲେ। ଗିରଫ ନକଲେ ଛାଡ଼ିବେ ନାହିଁ ବୋଲି ପୋଲିସ୍‌କୁ ରୋକ୍‌ଠୋକ୍‌ କହିଦେଇ ଥିଲେ। ଶେଷରେ ଗାଁ ଲୋକଙ୍କ ଜିଦ୍‌ ଆଗରେ ପୋଲିସ୍‌ ମୁଣ୍ଡ ନୁଆଁଇଥିଲା। ଗିରଫ କରିବାକୁ ବାଧ୍ୟ ହୋଇଥିଲା।

ମେ’ ୧ ତାରିଖରେ ନୟାଗଡ଼ ଜିଲ୍ଲା ଦୁବା ଗାଁର ଯାଦବ ନାୟକଙ୍କର ବୌଦ୍ଧରେ ମୃତ୍ୟୁ ହୋଇଥିଲା। ଏହା ମୃତ୍ୟୁ ନୁହେଁ, ଏକ ହତ୍ୟାକାଣ୍ଡ ବୋଲି ଗାଁ ଲୋକେ ବାଣିଗୋଚ୍ଛ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଯାଦବଙ୍କ ୩ ବନ୍ଧୁଙ୍କୁ ଜେରା କରି ଛାଡ଼ି ଦେଇଥିଲା। ପୋଲିସର ଏପରି ତଦନ୍ତ ପ୍ରକ୍ରିୟାକୁ ଗାଁ ଲୋକେ ଗ୍ରହଣ କରିପାରିନଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ବାରମ୍ୱାର ଦାବି କରୁଥିଲେ।

ପୋଲିସ ଜେରାରେ ସମ୍ମୁଖୀନ ହୋଇଥିବା ୩ ଜଣ ଯୁବକଙ୍କୁ ଗତ ୧୮ ତାରିଖରେ ଗାଁ ଲୋକେ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ। ତା’ପର ଦିନ ପୋଲିସ ଗାଁରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ମାତ୍ର ଗାଁ ଲୋକେ ଛାଡ଼ି ନଥିଲେ। ସେମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲେ। ଶେଷରେ ପୋଲିସ ସେମାନଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story