କେନ୍ଦ୍ରାପଡା:  ସିଦ୍ଧ ମହାପୁରୁଷ ମିନି ସିକ୍ୟୁରିଟି ଚିଟଫଣ୍ଡ ସଂସ୍ଥାର ନିର୍ଦ୍ଦେଶିକା ସମେତ ୬ ଗିରଫ

କେନ୍ଦ୍ରାପଡା:  କେନ୍ଦ୍ରାପଡାରେ ପୁଣି ଏକ ଚିଟଫଣ୍ଡ ଠକେଇ ଅଭିଯୋଗ ହୋଇଛି । ୭ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସିଦ୍ଧ ମହାପୁରୁଷ ମିନି ସିକ୍ୟୁରିଟି ଚିଟଫଣ୍ଡ ସଂସ୍ଥାର ନିର୍ଦ୍ଦେଶିକାଙ୍କ ସମେତ ୬ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ସଂସ୍ଥା ୫ବର୍ଷ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜମାକାରୀଙ୍କଠାରୁ ଅର୍ଥ ସଂଗ୍ରହ କରିଥିଲା। ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ତ୍ରିଲୋଚନ ରାଉତ ଏହି ଚିଟଫଣ୍ଡ ସଂସ୍ଥା ଖୋଲିଥିବା ଅଭିଯୋଗ ହୋଇଛି । […]

polish

polish

Rakesh Mallick
  • Published: Tuesday, 07 July 2015
  • Updated: 07 July 2015, 04:17 AM IST

Sports

Latest News

କେନ୍ଦ୍ରାପଡା:  କେନ୍ଦ୍ରାପଡାରେ ପୁଣି ଏକ ଚିଟଫଣ୍ଡ ଠକେଇ ଅଭିଯୋଗ ହୋଇଛି । ୭ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସିଦ୍ଧ ମହାପୁରୁଷ ମିନି ସିକ୍ୟୁରିଟି ଚିଟଫଣ୍ଡ ସଂସ୍ଥାର ନିର୍ଦ୍ଦେଶିକାଙ୍କ ସମେତ ୬ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ସଂସ୍ଥା ୫ବର୍ଷ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜମାକାରୀଙ୍କଠାରୁ ଅର୍ଥ ସଂଗ୍ରହ କରିଥିଲା। ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ତ୍ରିଲୋଚନ ରାଉତ ଏହି ଚିଟଫଣ୍ଡ ସଂସ୍ଥା ଖୋଲିଥିବା ଅଭିଯୋଗ ହୋଇଛି । ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ରାଉତ ସଂସ୍ଥାର ନିର୍ଦ୍ଦେଶିକା ରୂପେ କାମ କରୁଥିଲେ। ତେବେ ଲକ୍ଷ୍ମୀପ୍ରିୟାଙ୍କ ସମେତ ଝିଅ ଓ ଜ୍ୱାଇଁ ଏହି ଅର୍ଥକୁ ହଡପ୍ କରିନେଇଥିଲେ।  ସଂସ୍ଥା ଦେବାଳିଆ ହୋଇଯିବା ଯୋଗୁ ତ୍ରିଲୋଚନା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜମାକାରୀ ଟଙ୍କା ଫେରସ୍ତ ନମିଳିବାରୁ ଜମାକାରୀ ମାନେ ନିକିରାଇ ଥାନାରେ ଏତଲା ଦେଇଥିଲେ। ପୋଲିସ  ମାମଲା ରୁଜୁ କରିବା ସହ ଲକ୍ଷ୍ମୀପ୍ରିୟାଙ୍କ ସମେତ ତାଙ୍କର ଦୁଇ ପୁଅ, ଝିଅ, ଜ୍ୱାଇଁଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story