ଶ୍ରାବଣ ତୃତୀୟ ସୋମବାର: ମହାଦେବଙ୍କୁ ଜଳଲାଗି କରୁଛନ୍ତି ଭକ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଏଥିପାଇଁ ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ବଡି ଭୋରରୁ ବୋଲବମ୍ ଭକ୍ତମାନେ ଦେବଦେବ ମହାଦେବଙ୍କ ମସ୍ତକରେ ଜଳ ଲାଗି କରୁଛନ୍ତି। କିଏ ଲିଙ୍ଗରାଜ ତ କିଏ ଲୋକନାଥ, ପୁଣି କିଏ କପିଳାସ ତ କିଏ ଧବଳେଶ୍ୱର ଯାଇ ମହାଦେବଙ୍କୁ ଜଳଲାଗି କରୁଛନ୍ତି। ରାଜ୍ୟର ସବୁ ଶୈବପୀଠରେ କାଉଡିଆଙ୍କ ଲମ୍ବା ଧାଡ଼ି ଲାଗିଛି। ଶ୍ରାବଣ ମାସର ସୋମବାରରେ ମହାଦେବଙ୍କୁ ଜଳାଭିଷେକ କଲେ ମନସ୍କାମନା ପୂରଣ ହୁଏ ବୋଲି […]

bbsr

bbsr

Ordigital Desk
  • Published: Monday, 13 August 2018
  • Updated: 13 August 2018, 10:24 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଏଥିପାଇଁ ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ବଡି ଭୋରରୁ ବୋଲବମ୍ ଭକ୍ତମାନେ ଦେବଦେବ ମହାଦେବଙ୍କ ମସ୍ତକରେ ଜଳ ଲାଗି କରୁଛନ୍ତି। କିଏ ଲିଙ୍ଗରାଜ ତ କିଏ ଲୋକନାଥ, ପୁଣି କିଏ କପିଳାସ ତ କିଏ ଧବଳେଶ୍ୱର ଯାଇ ମହାଦେବଙ୍କୁ ଜଳଲାଗି କରୁଛନ୍ତି।

ରାଜ୍ୟର ସବୁ ଶୈବପୀଠରେ କାଉଡିଆଙ୍କ ଲମ୍ବା ଧାଡ଼ି ଲାଗିଛି। ଶ୍ରାବଣ ମାସର ସୋମବାରରେ ମହାଦେବଙ୍କୁ ଜଳାଭିଷେକ କଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି।

https://www.youtube.com/watch?v=cy10HSQ-PJQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story