ଖଣ୍ଡପଡା ନିର୍ବାଚନ ଅନିୟମିତତା ମାମଲା: ସୌମ୍ୟରଞ୍ଜନଙ୍କ ଆବେଦନ ବିଚାର ଲାଗି ଗ୍ରହଣ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ଗତ ସାଧାରଣ ନିର୍ବାଚନରେ ଖଣ୍ଡପଡା ନିର୍ବାଚନ ମଣ୍ଡଳିରେ ଅନିୟମିତତା ହୋଇଥିବା ନେଇ ପରାଜିତ ପ୍ରାର୍ଥି ସୌମ୍ୟରଞ୍ଜନ ପଟ୍ଟନାୟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରେ ତାଙ୍କର ଅଭିଯୋଗ କାଟ ଖାଇଯାଇଥିଲା । ହାଇକୋର୍ଟଙ୍କ ରାୟ ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ସୌମ୍ୟଙ୍କ ଅଭିଯୋଗକୁ ବିଚାର ଲାଗି ଗ୍ରହଣ କରିଛନ୍ତି । ଏ ନେଇ କୋର୍ଟଙ୍କ ପକ୍ଷରୁ ଖଣ୍ଡପଡା ନିର୍ବାଚନ ମଣ୍ଡଳିର ବିଜୟ ପ୍ରାର୍ଥି ତଥା ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ନୋଟିସ କରାଯାଇଛି […]

bjp

bjp

Rakesh Mallick
  • Published: Friday, 03 July 2015
  • Updated: 03 July 2015, 06:55 AM IST

Sports

Latest News

swomyaଭୁବନେଶ୍ୱର: ଗତ ସାଧାରଣ ନିର୍ବାଚନରେ ଖଣ୍ଡପଡା ନିର୍ବାଚନ ମଣ୍ଡଳିରେ ଅନିୟମିତତା ହୋଇଥିବା ନେଇ ପରାଜିତ ପ୍ରାର୍ଥି ସୌମ୍ୟରଞ୍ଜନ ପଟ୍ଟନାୟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରେ ତାଙ୍କର ଅଭିଯୋଗ କାଟ ଖାଇଯାଇଥିଲା । ହାଇକୋର୍ଟଙ୍କ ରାୟ ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ସୌମ୍ୟଙ୍କ ଅଭିଯୋଗକୁ ବିଚାର ଲାଗି ଗ୍ରହଣ କରିଛନ୍ତି । ଏ ନେଇ କୋର୍ଟଙ୍କ ପକ୍ଷରୁ ଖଣ୍ଡପଡା ନିର୍ବାଚନ ମଣ୍ଡଳିର ବିଜୟ ପ୍ରାର୍ଥି ତଥା ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ନୋଟିସ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos