ଖଣ୍ଡପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ାଉ 

vigilace

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଆଜି  ଖଣ୍ଡପଡ଼ା  ପଞ୍ଚାୟତ ସମିତି ଅଧ୍ୟକ୍ଷ  ଶିଶିର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଶିଶିରଙ୍କ ଭୁବନେଶ୍ୱର, ଖଣ୍ଡପଡ଼ା ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ  ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ୪ଲକ୍ଷ ଟଙ୍କା, ସୁନା ଗହଣା ଓ ବହୁଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି।

Previous ArticleNext Article

Send this to a friend