ଖଣି ସଂସ୍ଥା ଓ ଟ୍ରାନସପୋର୍ଟ ଏଜେନସୀ ଉପରେ ଇଡି ଚଢାଉକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ଗତକାଲି ରାଜ୍ୟର ୩ ଖଣି ସଂସ୍ଥା ଓ ଟ୍ରାନସପୋର୍ଟ ଏଜେନସୀ ଉପରେ ପ୍ରବର୍ତ୍ତନ ନିଦ୍ଦେର୍ଶାଳୟ (ଇଡି)ର ଚଢାଉ ପରେ ଆଗକୁ କ’ଣ ହେବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଓଟିଭିକୁ ମିଳିଥିବା ସୂଚନା ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୧୦ ଜଣଙ୍କୁ ଜେରା କରିପାରେ ଇଡି। ଏମାନଙ୍କ ମଧ୍ୟରେ ଅଛନ୍ତି ଖଣି ସଂସ୍ଥା, ଟ୍ରାନପୋର୍ଟ ଏଜେନସୀ କର୍ମକର୍ତ୍ତା ଓ କିଛି ସରକାରୀ ଅଧିକାରୀ। ଗତକାଲି ରାଜ୍ୟର ପ୍ରାୟ ୧୦ଟି ସ୍ଥାନରେ ରେଡ୍ କରିଥିଲା ଇଡି। […]

koila

koila

Rakesh Mallick
  • Published: Friday, 10 July 2015
  • Updated: 10 July 2015, 02:39 PM IST

Sports

Latest News

ଭୁବନେଶ୍ୱର: ଗତକାଲି ରାଜ୍ୟର ୩ ଖଣି ସଂସ୍ଥା ଓ ଟ୍ରାନସପୋର୍ଟ ଏଜେନସୀ ଉପରେ ପ୍ରବର୍ତ୍ତନ ନିଦ୍ଦେର୍ଶାଳୟ (ଇଡି)ର ଚଢାଉ ପରେ ଆଗକୁ କ’ଣ ହେବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଓଟିଭିକୁ ମିଳିଥିବା ସୂଚନା ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୧୦ ଜଣଙ୍କୁ ଜେରା କରିପାରେ ଇଡି। ଏମାନଙ୍କ ମଧ୍ୟରେ ଅଛନ୍ତି ଖଣି ସଂସ୍ଥା, ଟ୍ରାନପୋର୍ଟ ଏଜେନସୀ କର୍ମକର୍ତ୍ତା ଓ କିଛି ସରକାରୀ ଅଧିକାରୀ। ଗତକାଲି ରାଜ୍ୟର ପ୍ରାୟ ୧୦ଟି ସ୍ଥାନରେ ରେଡ୍ କରିଥିଲା ଇଡି। ସିରାଜଉଦ୍ଦିନ ମାଇନ୍ସ, ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍ସ, ତ୍ରିବେଣୀ ଆର୍ଥ ମୁଭର୍ସ ଏବଂ ଚମ୍ପୁଆ ବିଧାୟକ ସନାତନ ମହାଙ୍କୁଡଙ୍କ ଘରେ ଇଡି ରେଡ କରିଥିଲା। ଏପଟେ ପ୍ରବର୍ତ୍ତନ ନିଦ୍ଦେର୍ଶାଳୟର ରେଡକୁ ନେଇ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story