ଖୋର୍ଦ୍ଧାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

Farmer-Suicide

ଖୋର୍ଦ୍ଧା: ବୋଲଗଡ଼ ବ୍ଲକ ଅସରଳା ଗାଁରୁ ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ। ମୃତ ଚାଷୀ ଜଣଙ୍କ ହେଲେ ଲକ୍ଷ୍ମୀଧର ସେଠୀ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଚାଷ ଉଜୁଡି ଯିବାରୁ ଋଣ ଶୁଝିବାକୁ ନେଇ କିଛିଦିନ ହେବ ଲକ୍ଷ୍ମୀଧର ଚିନ୍ତିତ ଥିଲେ। ଆଜି ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ।

Previous ArticleNext Article

Send this to a friend