ଖୋର୍ଦ୍ଧା: ଆଜି ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଉଥିବା ଏକ ଯାତ୍ରୀବାହୀ ବସ୍ ସାରୁଅ ନିକଟସ୍ଥରେ ସମ୍ମୁଖରୁ ଆସୁଥିବା ବାଇକ୍କୁ ଧକ୍କା ଦେଇ ଖସି ପଡ଼ିଥିଲା। ଫଳରେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।