ନାରାୟଣପାଟଣାରେ ଲାଲ୍ ତାଣ୍ଡବ, ଜଣଙ୍କୁ ଗଳା କାଟି ମାରି ଦେଲେ

mao

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ବରିଦି ପଞ୍ଚାୟତର ପେଦାଇଟିକି ଗାଁରେ ପୋଲିସ୍ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ। ଆଜି ଭୋରରେ ଘଟିଛି ଏହି ଘଟଣା। ମୃତ ବ୍ୟକ୍ତିଙ୍କ ନାଁ ପିଡ଼ିକା ରାତନୁ।

ମାଓବାଦୀମାନେ ଆଜି ଭୋରରେ ତାଙ୍କୁ ଘରୁ ଡାକି ନେଇ ପାଖ ଜଙ୍ଗଲରେ ହତ୍ୟା କରିଥିଲେ। ପ୍ରାୟ ୨୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଆସିଥିଲେ ବୋଲି ସୂଚନା ମିଳିଛି।

Previous ArticleNext Article

Send this to a friend