କୋରାପୁଟ ମେଡ଼ିକାଲ କଲେଜ ଅନୁଧ୍ୟାନ କଲେ ଏମ୍‌ସିଆଇ ଟିମ୍‌

କୋରାପୁଟ: ମେଡିକାଲ କାଉନ୍‌ସିଲ ଅଫ୍‌ ଇଣ୍ଡିଆ(ଏମ୍‌ସିଆଇ) ପକ୍ଷରୁ ୩ଟି ରାଜ୍ୟରୁ ୩ ଜଣିଆ ଟିମ୍‌ ଆଜି କୋରାପୁଟ ଗସ୍ତରେ ଆସିଛନ୍ତି। ଉକ୍ତ ଟିମ୍‌ର ସଦସ୍ୟମାନେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିବା ସହିତ ସମସ୍ୟା, ଭିତ୍ତିଭୂମି ଓ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆସନ୍ତାବର୍ଷ ଏହି ମେଡ଼ିକାଲ କଲେଜରେ ପାଠ ପଢ଼ା ଆରମ୍ଭ ହେବକି ନାହିଁ ତାହା ଏହି ଟିମ୍‌ର ରିପୋର୍ଟ ଉପରେ ନିର୍ଭର କରୁବ। ମେଡିକାଲ କଲେଜର ପ୍ରିନ୍ସପାଲ ପ୍ରଫେସର […]

mci-team-in-koraput

mci-team-in-koraput

Rakesh Mallick
  • Published: Wednesday, 28 December 2016
  • Updated: 28 December 2016, 08:41 PM IST

Sports

Latest News

mci-team-in-koraputକୋରାପୁଟ: ମେଡିକାଲ କାଉନ୍‌ସିଲ ଅଫ୍‌ ଇଣ୍ଡିଆ(ଏମ୍‌ସିଆଇ) ପକ୍ଷରୁ ୩ଟି ରାଜ୍ୟରୁ ୩ ଜଣିଆ ଟିମ୍‌ ଆଜି କୋରାପୁଟ ଗସ୍ତରେ ଆସିଛନ୍ତି। ଉକ୍ତ ଟିମ୍‌ର ସଦସ୍ୟମାନେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିବା ସହିତ ସମସ୍ୟା, ଭିତ୍ତିଭୂମି ଓ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆସନ୍ତାବର୍ଷ ଏହି ମେଡ଼ିକାଲ କଲେଜରେ ପାଠ ପଢ଼ା ଆରମ୍ଭ ହେବକି ନାହିଁ ତାହା ଏହି ଟିମ୍‌ର ରିପୋର୍ଟ ଉପରେ ନିର୍ଭର କରୁବ।

ମେଡିକାଲ କଲେଜର ପ୍ରିନ୍ସପାଲ ପ୍ରଫେସର ବିଜୟିନୀ ମହାପାତ୍ର କହିଛନ୍ତି,“ଏମ୍‌ସିଆଇ ୩ ଜଣିଆ ଟିମ୍‌ କୋରାପୁଟ ମେଡ଼ିକାଲ କଲେଜ ପରିଦର୍ଶନ କରିଛନ୍ତି।  ଆସନ୍ତାବର୍ଷ ଏଠାରେ ପାଠ ପଢ଼ାଯିବ କି ନାହିଁ ସେମାନେ ରିପୋର୍ଟ ପରେ ଜଣାପଡ଼ିବ।”

କୋରାପୁଟ ସିଡିଏମ୍‌ଓ ଡାକ୍ତର ଲଳିତ ମୋହନ ରଥ କହିଛନ୍ତି,“କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡ଼ିକାଲ କଲେଜ କରାଯାଇଛି। ତେଣୁ ଏହି ମେଡ଼ିକାଲ କଲେଜର ଭିତ୍ତିଭୂମିର ଅନୁଧ୍ୟାନ କରିବା ପାଇଁ ଏମ୍‌ସିଆଇର ୩ ଜଣିଆ ଟିମ୍‌ ଆଜି ଆସିଛନ୍ତି। ଆସନ୍ତା ଶିକ୍ଷା ବର୍ଷରୁ ଏହି ମେଡ଼ିକାଲ କଲେଜରେ ଶିକ୍ଷାଦାନ ପାଇଁ ସବୁ ପ୍ରକାର ବ୍ୟବସ୍ଥା ଅଛି। ତଥାପି ସେମାନଙ୍କ ରିପୋର୍ଟ ଉପରେ ସବୁ ନିର୍ଭର କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story