ପୁଣି ଗଡ଼ିବ କୋରାପୁଟ-ରାଉରକେଲା ଏକ୍ସପ୍ରେସ୍

train

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୪ ତାରିଖରୁ କୋରାପୁଟ-ରାଉରକେଲା ଏକ୍ସପ୍ରେସ୍ ଟ୍ରେନ୍‌ ପୁନଃ ଚଳାଚଳ କରିବ।  ଏହି ଟ୍ରେନ୍ ସପ୍ତାହକୁ ୩ ଦିନ ଚାଲିବ। ଗତବର୍ଷ ଜୁଲାଇ ୧୬ତାରିଖରୁ ଏହି ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଥିଲ॥ ବନ୍ୟା ଯୋଗୁଁ ଥେରୁବାଲି ଠାରେ ଟ୍ରେନ୍ ଲାଇନ୍ ଭାସିଯିବାରୁ ଏହି ରୁଟ୍‌ରେ କିଛି ଟ୍ରେନର ଚଳାଚଳକୁ ରେଳବାଇ କର୍ତ୍ତୃପକ୍ଷ  ବାତିଲ କରିଥିଲେ। ରେଳଲାଇନ ମରାମତି ପରେ ପୁଣି ଥରେ ଏହି ଟ୍ରେନ୍ ଚାଲିବା ନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି।

Previous ArticleNext Article

Send this to a friend