ପୁଣି ଗଡ଼ିବ କୋରାପୁଟ-ରାଉରକେଲା ଏକ୍ସପ୍ରେସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୪ ତାରିଖରୁ କୋରାପୁଟ-ରାଉରକେଲା ଏକ୍ସପ୍ରେସ୍ ଟ୍ରେନ୍‌ ପୁନଃ ଚଳାଚଳ କରିବ।  ଏହି ଟ୍ରେନ୍ ସପ୍ତାହକୁ ୩ ଦିନ ଚାଲିବ। ଗତବର୍ଷ ଜୁଲାଇ ୧୬ତାରିଖରୁ ଏହି ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଥିଲ॥ ବନ୍ୟା ଯୋଗୁଁ ଥେରୁବାଲି ଠାରେ ଟ୍ରେନ୍ ଲାଇନ୍ ଭାସିଯିବାରୁ ଏହି ରୁଟ୍‌ରେ କିଛି ଟ୍ରେନର ଚଳାଚଳକୁ ରେଳବାଇ କର୍ତ୍ତୃପକ୍ଷ  ବାତିଲ କରିଥିଲେ। ରେଳଲାଇନ ମରାମତି ପରେ ପୁଣି ଥରେ ଏହି ଟ୍ରେନ୍ ଚାଲିବା ନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି।

train

train

Rakesh Mallick
  • Published: Thursday, 01 February 2018
  • Updated: 01 February 2018, 09:38 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story