୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ବାରିପଦା(ମାଣିକ ପାଣି): କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଆଜି ୬ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। କୁଡୁମୀ ସେନା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏନ୍ଏଚ୍ ୧୮ ଓ ୪୯ରେ ଆନ୍ଦୋଳନକାରୀମାନେ  ରାସ୍ତା ଅବରୋଧ କରିଛନ୍ତି। ଫଳରେ ବିଭିନ୍ନ ଅଞ୍ଚଳକୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ସେହିପରି ସରକାର ବେସକାରୀ ଅନୁଷ୍ଠାନ, ପେଟ୍ରୋଲ ପମ୍ପ ଓ ଦୋକାନୀ ବଜାରକୁ କୁଡୁମୀ ସେନା ପିକେଟିଂ କରି ବନ୍ଦ କରି ଦିଆଯାଇଛି। ଆଜି ମୟୂରଭଞ୍ଜ ସହ ୮ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି କୁଡୁମୀ ସେନା।

 

Previous ArticleNext Article

Send this to a friend