ବାଇକରେ ଆସିଲେ, ଝାମ୍ପି ନେଲେ

କଟକ(ଓଡ଼ିଶା ରିପୋର୍ଟର): ବ୍ୟାଙ୍କ ସମ୍ମୁଖରୁ ଲୁଟି ନେଲେ ୨୭ ଲକ୍ଷ ଟଙ୍କା। କଟକ ଜିଲ୍ଲା  ଜଗତପୁର ଥାନା ଅଞ୍ଚଳରେ ଏପରି ଘଟଣା ଘଟଣା ଘଟିଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କ ପର୍ତ୍ତା ପାଇନି। ଆଜି ଜଣେ ଘରୋଇ କମ୍ପାନୀ କର୍ମଚାରୀ ଜଗତପୁର ଆହ୍ଲାବାଦ ବ୍ୟାଙ୍କରୁ ୨୭ ଲକ୍ଷ ଟଙ୍କା ଉଠାଇ ବ୍ୟାଙ୍କ ସମ୍ମୁଖରେ ଠିଆ ହୋଇଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଟଙ୍କା […]

loot

loot

Rakesh Mallick
  • Published: Saturday, 31 March 2018
  • Updated: 31 March 2018, 04:20 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ବ୍ୟାଙ୍କ ସମ୍ମୁଖରୁ ଲୁଟି ନେଲେ ୨୭ ଲକ୍ଷ ଟଙ୍କା। କଟକ ଜିଲ୍ଲା  ଜଗତପୁର ଥାନା ଅଞ୍ଚଳରେ ଏପରି ଘଟଣା ଘଟଣା ଘଟିଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କ ପର୍ତ୍ତା ପାଇନି।

ଆଜି ଜଣେ ଘରୋଇ କମ୍ପାନୀ କର୍ମଚାରୀ ଜଗତପୁର ଆହ୍ଲାବାଦ ବ୍ୟାଙ୍କରୁ ୨୭ ଲକ୍ଷ ଟଙ୍କା ଉଠାଇ ବ୍ୟାଙ୍କ ସମ୍ମୁଖରେ ଠିଆ ହୋଇଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଟଙ୍କା ବ୍ୟାଗ ଝାମ୍ପି ନେଇଥିଲେ। ଜଗତପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍‌ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos