ଦିନ ଦ୍ୱିପ୍ରହରରେ ଲୁଟ୍‌: ୪୦ କେଜି ରୁପା ସହ ୬୦୦ ଗ୍ରାମ ସୁନା ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ରେ ବଡ଼ ଧରଣର ଲୁଟ୍ ହୋଇଛି। ଦିନ ଦ୍ୱି ପ୍ରହରରେ ଏକ ଗହଣା ଦୋକାନରେ ପଶି ଲୁଟ୍‌ପାଟ କରିଛନ୍ତି ଦୁର୍ବୃତ୍ତ। ବଡ଼ବିଲ୍‌ର ଡେଲି ମାର୍କେଟରେ ଥିବା ମା ତାରିଣୀ ଗହଣା ଦୋକାନରୁ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ୪୦ କେଜି ରୁପା ସହ ୬୦୦ ଗ୍ରାମ୍ ଓଜର ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ଦୋକାନ ମାଲିକ। ଦୋକାନ ଖୋଲି ସୁନା ଗହଣା ସବୁକୁ ବ୍ୟାଗରୁ କାଢ଼ି […]

Loot

Loot

Rakesh Mallick
  • Published: Saturday, 26 May 2018
  • Updated: 26 May 2018, 03:17 PM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ରେ ବଡ଼ ଧରଣର ଲୁଟ୍ ହୋଇଛି। ଦିନ ଦ୍ୱି ପ୍ରହରରେ ଏକ ଗହଣା ଦୋକାନରେ ପଶି ଲୁଟ୍‌ପାଟ କରିଛନ୍ତି ଦୁର୍ବୃତ୍ତ। ବଡ଼ବିଲ୍‌ର ଡେଲି ମାର୍କେଟରେ ଥିବା ମା ତାରିଣୀ ଗହଣା ଦୋକାନରୁ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ୪୦ କେଜି ରୁପା ସହ ୬୦୦ ଗ୍ରାମ୍ ଓଜର ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ଦୋକାନ ମାଲିକ।

ଦୋକାନ ଖୋଲି ସୁନା ଗହଣା ସବୁକୁ ବ୍ୟାଗରୁ କାଢ଼ି ଦୋକାନ ମାଲିକ ରଖୁଥିବାବେଳେ ଏହି ଲୁଟପାଟ ହୋଇଛି। ୨ ଜଣ ଦୁର୍ବୃତ୍ତ କଳା ପଲସରରେ ଆସି ରୂପା ଏବଂ ସୁନା ଗହଣା ଧରି ଚମ୍ପଟ ମାରିଛନ୍ତି।  ତେବେ ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ତନାଘନା ଜାରି ରଖିଛି। ଖୁବଶୀଘ୍ର ଦୁର୍ବୃତ୍ତମାନେ ଧରାପଡ଼ିବେ ବୋଲି ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story