ଆସନ୍ତାକାଲି ବିଜେପିରେ ମିଶିବେ ଲୁଲୁଙ୍କ ପରିବାର 

upasana

ଭୁବନେଶ୍ୱର: ଆସନ୍ତାକାଲି ବିଜେପିରେ ମିଶିବେ ସ୍ୱର୍ଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ପରିବାର। ଲୁଲୁଙ୍କ ଝିଅ ଉପାସନା ଓ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ଲୁଲୁ ସେନାର ବହୁ କର୍ମୀ ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜେପିରେ ମିଶିବାର କାର୍ଯ୍ୟକ୍ରମ ରହିଛି । ଏନେଇ କ’ଣ କହୁଛନ୍ତି ଉପାସନା ଶୁଣନ୍ତୁ-

Previous ArticleNext Article

Send this to a friend