ପ୍ରକାଶଙ୍କ ପ୍ରୟାସ ପ୍ରଶଂସନୀୟ

କଟକ(ଓଡିଶା ରିପୋର୍ଟର): “ କଟକର ସମାଜସେବୀ ଡି. ପ୍ରକାଶ ରାଓ।  କଟକ ସହରରେ ସେ ଜଣେ ଚା’ ବିକାଳୀ ହୋଇ ବି ଗରିବ ବସ୍ତି ଛୁଆଙ୍କ ମଧ୍ୟରେ ଶିକ୍ଷାର ଭାର ନିଜ ମୁଣ୍ଡକୁ ନେଇଛନ୍ତି। ତାଙ୍କର ଏଭଳି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ। ତାଙ୍କ ଆଶା ଓ ଆଶ୍ୱାସନା ନାଁରେ ଥିବା ସ୍କୁଲ ବସ୍ତି ପିଲାଙ୍କୁ ଶିକ୍ଷା ଆଲୋକ ଦେଖାଉଛି। ବାସ୍ତବିକ୍‌ ଏହା ଏକ ମହାନ୍‌ କାର୍ଯ୍ୟ।’’ ନିଜ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

cuttack

cuttack

Rakesh Mallick
  • Published: Sunday, 27 May 2018
  • Updated: 27 May 2018, 02:35 PM IST

Sports

Latest News

କଟକ(ଓଡିଶା ରିପୋର୍ଟର): “ କଟକର ସମାଜସେବୀ ଡି. ପ୍ରକାଶ ରାଓ।  କଟକ ସହରରେ ସେ ଜଣେ ଚା’ ବିକାଳୀ ହୋଇ ବି ଗରିବ ବସ୍ତି ଛୁଆଙ୍କ ମଧ୍ୟରେ ଶିକ୍ଷାର ଭାର ନିଜ ମୁଣ୍ଡକୁ ନେଇଛନ୍ତି। ତାଙ୍କର ଏଭଳି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ। ତାଙ୍କ ଆଶା ଓ ଆଶ୍ୱାସନା ନାଁରେ ଥିବା ସ୍କୁଲ ବସ୍ତି ପିଲାଙ୍କୁ ଶିକ୍ଷା ଆଲୋକ ଦେଖାଉଛି। ବାସ୍ତବିକ୍‌ ଏହା ଏକ ମହାନ୍‌ କାର୍ଯ୍ୟ।’’

ନିଜ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକର ଚା ବାଲା ଭାବେ ପରିଚିତ ଡି. ପ୍ରକାଶ ରାଓଙ୍କ କଥାକୁ ଏମିତି ଢଙ୍ଗରେ ଦେଶବାସୀଙ୍କ ପାଖରେ ପହଞ୍ଚାଇଛନ୍ତି।

ପ୍ରକାଶ ରାଜ୍ୟର ଜଣେ ଚର୍ଚ୍ଚିତ ସମାଜସେବୀ। ବୃତ୍ତିରେ ଚା ବିକି ପରିବାର ଚଳାଉଥିବା ବେଳେ ନିଜ ଆୟର ୫୦% ଅର୍ଥ ସେ ଗରିବ ପିଲାଙ୍କ ଶିକ୍ଷାରେ ଖର୍ଚ୍ଚ କରନ୍ତି। ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ ରାଓଙ୍କ ଏଭଳି ସମାଜସେବାକୁ ଭୂୟସୀ ପ୍ରସଂଶା କରିଛନ୍ତି । ତାଙ୍କ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story