ମଧୁସୂଦନ ଆଇନ ମହାବିଦ୍ୟାଳୟ ହେବ ବିଶ୍ୱବିଦ୍ୟାଳୟ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ସର୍ବପୂରାତନ ଆଇନ ଶିକ୍ଷାନୁଷ୍ଠାନ ମଧୁସୂଦନ ଆଇନ ମହାବିଦ୍ୟାଳୟ ହେବ ବିଶ୍ୱବିଦ୍ୟାଳୟ। ଭୁବନେଶ୍ୱରରେ ବିଜେଡିର ଆଇନଜୀବୀ ସାମ୍ମୁଖ୍ୟ କାର୍ଯ୍ୟକାରିଣୀରେ ଯୋଗ ଦେବା ଅବସରରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆଇନଜୀବୀଙ୍କ ବିକାଶ ନେଇ ଆଉ କିଛି ଘୋଷଣା ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ।</p> <p>ଆଗାମୀ ବର୍ଷରୁ ଆଇନଜୀବୀ ୱେଲଫେୟାର ଫଣ୍ଡ ୫ କୋଟି ହେବ। ଆଇନଜୀବୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କିଲ ଡେଭଲପମେଣ୍ଟ ଏକାଡେମୀ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।&nbsp; ଆଗାମୀ ଦିନରେ ଲୋକଙ୍କ ପାଖରେ ଆଇନ ସେବା ପହଞ୍ଚାଇବା ପାଇଁ ପଞ୍ଚାୟତ ସ୍ତରରେ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ବିଧାୟକମାନଙ୍କ ସହ ମେୟର ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା ଆଇନଜୀବୀମାନେ ଯୋଗ ଦେଇଥିଲେ।</p>

Ordigital Desk
  • Published: Sunday, 20 May 2018
  • Updated: 20 May 2018, 08:49 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ସର୍ବପୂରାତନ ଆଇନ ଶିକ୍ଷାନୁଷ୍ଠାନ ମଧୁସୂଦନ ଆଇନ ମହାବିଦ୍ୟାଳୟ ହେବ ବିଶ୍ୱବିଦ୍ୟାଳୟ। ଭୁବନେଶ୍ୱରରେ ବିଜେଡିର ଆଇନଜୀବୀ ସାମ୍ମୁଖ୍ୟ କାର୍ଯ୍ୟକାରିଣୀରେ ଯୋଗ ଦେବା ଅବସରରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆଇନଜୀବୀଙ୍କ ବିକାଶ ନେଇ ଆଉ କିଛି ଘୋଷଣା ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ।</p><p>ଆଗାମୀ ବର୍ଷରୁ ଆଇନଜୀବୀ ୱେଲଫେୟାର ଫଣ୍ଡ ୫ କୋଟି ହେବ। ଆଇନଜୀବୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କିଲ ଡେଭଲପମେଣ୍ଟ ଏକାଡେମୀ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।&nbsp; ଆଗାମୀ ଦିନରେ ଲୋକଙ୍କ ପାଖରେ ଆଇନ ସେବା ପହଞ୍ଚାଇବା ପାଇଁ ପଞ୍ଚାୟତ ସ୍ତରରେ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ବିଧାୟକମାନଙ୍କ ସହ ମେୟର ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା ଆଇନଜୀବୀମାନେ ଯୋଗ ଦେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos