କୋଲକତାରେ ଓଡ଼ିଶା ଉଠାଇବ ମହାନଦୀ ଜଳ ବିବାଦ ପ୍ରସଙ୍ଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ତଃରାଜ୍ୟ ନଦୀ ବିବାଦ ଓ ଅନ୍ୟାନ୍ୟ ଜଳସଂପଦ ପ୍ରସଙ୍ଗକୁ ନେଇ ଆସନ୍ତାକାଲି କୋଲକାତାରେ ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ। କେନ୍ଦ୍ର ଜଳସଂପଦ ମନ୍ତ୍ରାଳୟର ପ୍ରସ୍ତାବ କ୍ରମେ ପ୍ରଥମ ଥର ଲାଗି ଓଡ଼ିଶା ସମେତ ୫ଟି ପୂର୍ବାଞ୍ଚଳ ରାଜ୍ୟଙ୍କୁ ନେଇ ଅନୁଷ୍ଠିତ ହେବାକୁ ଯାଉଛି ଏହି ଆଞ୍ଚଳିକ ସମ୍ମିଳନୀ। ଏଥିରେ ଓଡ଼ିଶାର ଫୋକସରେ ରହିବ ମହାନଦୀ ଜଳ ବିବାଦ। କଲମାରେ ପାଣି ଅଟକାଇଛି ଛତିଶଗଡ଼। ତଳମୁଣ୍ଡ ଶୁଖିଲା। କମୁଛି ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ। ମହାନଦୀର ଏହି […]

Mahanadi

Mahanadi

Rakesh Mallick
  • Published: Sunday, 15 April 2018
  • Updated: 15 April 2018, 09:32 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ତଃରାଜ୍ୟ ନଦୀ ବିବାଦ ଓ ଅନ୍ୟାନ୍ୟ ଜଳସଂପଦ ପ୍ରସଙ୍ଗକୁ ନେଇ ଆସନ୍ତାକାଲି କୋଲକାତାରେ ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ। କେନ୍ଦ୍ର ଜଳସଂପଦ ମନ୍ତ୍ରାଳୟର ପ୍ରସ୍ତାବ କ୍ରମେ ପ୍ରଥମ ଥର ଲାଗି ଓଡ଼ିଶା ସମେତ ୫ଟି ପୂର୍ବାଞ୍ଚଳ ରାଜ୍ୟଙ୍କୁ ନେଇ ଅନୁଷ୍ଠିତ ହେବାକୁ ଯାଉଛି ଏହି ଆଞ୍ଚଳିକ ସମ୍ମିଳନୀ। ଏଥିରେ ଓଡ଼ିଶାର ଫୋକସରେ ରହିବ ମହାନଦୀ ଜଳ ବିବାଦ।
କଲମାରେ ପାଣି ଅଟକାଇଛି ଛତିଶଗଡ଼। ତଳମୁଣ୍ଡ ଶୁଖିଲା। କମୁଛି ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ। ମହାନଦୀର ଏହି ଶୁଷ୍କ ଅବସ୍ଥା ନେଇ ରାଜ୍ୟରେ ପ୍ରକାଶ ପାଇଛି ଉଦ୍‌ବେଗ। ଏଭଳି ସ୍ଥିତିରେ ଆସନ୍ତାକଲି କୋଲକାତାରେ କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲଙ୍କ ଅଧ୍ୟକ୍ଷତାରେ ପ୍ରଥମଥର ପାଇଁ ପୂର୍ବାଞ୍ଚଳର ୫ ରାଜ୍ୟକୁ ନେଇ ବସୁଛି ଆଞ୍ଚଳିକ ସମ୍ମିଳନୀ। ଏଥିରେ ଓଡ଼ିଶା, ଛତିଶଗଡ଼ ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଯୋଗ ଦେଉଛନ୍ତି। ମୁଖ୍ୟତଃ ଏଥିରେ ଆନ୍ତଃରାଜ୍ୟ ନଦୀଜଳ ବିବାଦ ନେଇ ଆଲୋଚନା ହେବ। ତେଣୁ ସ୍ୱାଭାବିକ୍ ଭାବେ ଓଡ଼ିଶାର ଫୋକସରେ ରହିବ ମହାନଦୀ ବିବାଦ। ଟ୍ରିବ୍ୟୁନାଲ ଗଠନ ପରେ ବି ରାଜ୍ୟକୁ ଟର୍ମସ ଅଫ୍ ରେଫରେନ୍ସ୍ ଦିଆଯାଇ ନଥିବାରୁ ମହାନଦୀ ଉପର ମୁଣ୍ଡରେ ନିର୍ମାଣ ହେଉଥିବା ନୂଆ ମୋହମେଳା ସିରପୁର ବ୍ୟାରଜ ଓ ଅନ୍ୟ ନିର୍ମାଣ କାମ ବନ୍ଦ କରିବାକୁ ଓଡ଼ିଶା ଦାବି କରିବ। ସେହିପରି ଝାଡ଼ଖଣ୍ଡ ସହିତ ଥିବା ବିଭିନ୍ନ ନଦୀ ବିବାଦ ପ୍ରସଙ୍ଗ ବି ଉଠାଇବ ରାଜ୍ୟ।
ଅନ୍ୟପକ୍ଷରେ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ବିଜେଡିର ମହାନଦୀ ମହାସମ୍ମିଳନୀ ପାଇଁ ଆଜି ପାର୍ଟି ଅଫିସରେ ବସିଥିଲା ପ୍ରସ୍ତୁତି ବୈଠକ। ମହାନଦୀକୁ ନେଇ ଆଇନଗତ ପଦକ୍ଷେପ କ’ଣ ହେବ ଓ କେଉଁ କେଉଁ ରାଜନୈତିକ କାର୍ଯ୍ୟକ୍ରକ ହାତକୁ ନିଆଯିବ ସେନେଇ ବିସ୍ତୃତ ଆଲୋଚନା ହୋଇଛି। ଏହାସହ ମହାନଦୀ ବିବାଦକୁ ନେଇ ପୁଣି କେନ୍ଦ୍ର ଓ ଛତିଶଗଡ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ବିଜେପି ପାଲଟା ବିଜେଡି ଉପରେ ଦୋଷ ଲଦିବା ସହ ଟ୍ରିବ୍ୟୁନାଲ ଉପରେ ଚାପ ପକାଇବାକୁ ବିଜେଡି ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛି।
ମହାନଦୀ ବିବାଦକୁ ବିଜେଡି ମୁଖ୍ୟ ପ୍ରସଙ୍ଗ କରି ରାଜନୈତିକ ମାହୋଲ ବନାଇ ରଖିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ପଶ୍ଚିମ ଓଡିଶାକୁ ବିଜେପି ଫୋକସ କରିବା ପରେ ବିଜେଡିର ଏହା କାଉଣ୍ଟର ଷ୍ଟ୍ରାଟେଜି ବୋଲି କୁହଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story