ବିଜେଡି ପରେ ମହାନଦୀ ପାଇଁ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ପରେ କଂଗ୍ରେସ ମହାନଦୀ ପାଇଁ ଆନ୍ଦୋଳନକୁ ଓହ୍ଲାଇବ। ପଶ୍ଚିମ ଓଡ଼ିଶାରେ ଦଳ ମହାନଦୀ ବଞ୍ଚାଅ ଆନ୍ଦୋଳନ କରିବ। ଏହି ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସର ନବନିଯୁକ୍ତ କାର୍ଯ୍ୟକାରୀ ସଭାପତି ନବ ଦାସ। ସେ କହିଛନ୍ତି,“ଛତିଶଗଡ଼ର ମନୋମୁଖୀ  କାର୍ଯ୍ୟାକଳାପ ପାଇଁ ଓଡ଼ିଶାରେ ମହାନଦୀରେ ଜଳ ପ୍ରବାହ କମିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରାଯିବ। ଆନ୍ଦୋଳନରେ ସବୁ ରାଜନୈତିକ ଦଳ ଓ ସଂଗଠନକୁ ସାମିଲ ପାଇଁ କୁହାଯିବ। ସେହିପରି […]

naba das

naba das

Rakesh Mallick
  • Published: Thursday, 26 April 2018
  • Updated: 26 April 2018, 08:33 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ପରେ କଂଗ୍ରେସ ମହାନଦୀ ପାଇଁ ଆନ୍ଦୋଳନକୁ ଓହ୍ଲାଇବ। ପଶ୍ଚିମ ଓଡ଼ିଶାରେ ଦଳ ମହାନଦୀ ବଞ୍ଚାଅ ଆନ୍ଦୋଳନ କରିବ। ଏହି ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସର ନବନିଯୁକ୍ତ କାର୍ଯ୍ୟକାରୀ ସଭାପତି ନବ ଦାସ। ସେ କହିଛନ୍ତି,“ଛତିଶଗଡ଼ର ମନୋମୁଖୀ  କାର୍ଯ୍ୟାକଳାପ ପାଇଁ ଓଡ଼ିଶାରେ ମହାନଦୀରେ ଜଳ ପ୍ରବାହ କମିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରାଯିବ। ଆନ୍ଦୋଳନରେ ସବୁ ରାଜନୈତିକ ଦଳ ଓ ସଂଗଠନକୁ ସାମିଲ ପାଇଁ କୁହାଯିବ।

ସେହିପରି ମହାନଦୀ ପ୍ରସଙ୍ଗରେ ବିଜେଡି ମଧ୍ୟ ୧୫ଟି ଜିଲ୍ଲାରେ ମହାନଦୀ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନର ଡାକରା ଦେଇଛି। ବିଜେପି ଏହାର ଜବାବ ରଖିଛି। ବିକାଶର କାର୍ଯ୍ୟକ୍ରମ ମାଧ୍ୟମରେ ଯେଉଁ ଦଳ ଲୋକଙ୍କ ପାଖରେ ପହଞ୍ଚି ପାରୁନି, ସେମାନଙ୍କୁ ପ୍ରସଙ୍ଗ ଦରକାର। ତେଣୁ ଏଭଳି କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story