ମହାନଦୀକୁ ନେଇ ମୁହାଁମୁହିଁ: ନବୀନଙ୍କ ଅଭିଯୋଗ ଉପରେ ଫେସବୁକ୍‌ରେ ଜବାବ ରଖିଲେ ଧର୍ମେନ୍ଦ୍ର, ପଢନ୍ତୁ କ’ଣ ଲେଖିଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀକୁ ନେଇ ଆଜି ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ସୁରକ୍ଷା ଅଭିଯାନ ଆରମ୍ଭ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଉପରେ ବର୍ଷିଛନ୍ତି।  କହିଛନ୍ତି କେନ୍ଦ୍ରର ବିଜେପି ସରକାର ଏବଂ ଛତିଶଗଡ଼ର ବିଜେପି ସରକାରଙ୍କ ଆଭିମୁଖ୍ୟ ଓଡ଼ିଶା ବିରୋଧୀ। ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି। ଆଉ ଓଡ଼ିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଯଦି ବିଜେପି ନେତାଙ୍କର ଓଡ଼ିଆ ଏବଂ ଓଡ଼ିଶା ପ୍ରତି ଦରଦ ଅଛି, ତେବେ ଛତିଶଗଡ଼ […]

governer

governer

Rakesh Mallick
  • Published: Wednesday, 16 May 2018
  • Updated: 16 May 2018, 09:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀକୁ ନେଇ ଆଜି ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ସୁରକ୍ଷା ଅଭିଯାନ ଆରମ୍ଭ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଉପରେ ବର୍ଷିଛନ୍ତି।  କହିଛନ୍ତି କେନ୍ଦ୍ରର ବିଜେପି ସରକାର ଏବଂ ଛତିଶଗଡ଼ର ବିଜେପି ସରକାରଙ୍କ ଆଭିମୁଖ୍ୟ ଓଡ଼ିଶା ବିରୋଧୀ। ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି। ଆଉ ଓଡ଼ିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଯଦି ବିଜେପି ନେତାଙ୍କର ଓଡ଼ିଆ ଏବଂ ଓଡ଼ିଶା ପ୍ରତି ଦରଦ ଅଛି, ତେବେ ଛତିଶଗଡ଼ ସରକାରର କାମକୁ ବିରୋଧ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଏହାକୁ ନେଇ ଫେସ୍‌ବୁକ୍‌ରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ପାଣି ସମସ୍ୟାକୁ ନେଇ ରାଜନୈତିକ ଅାନ୍ଦୋଳନ କରି ରାଜ୍ୟର ସାଧାରଣ ଜନତାଙ୍କ ମନରେ ମୁଖ୍ୟମନ୍ତ୍ରୀ ଭୟ ଓ ଅାତଙ୍କର ବାତାବରଣ ସୃଷ୍ଟି କରୁଛନ୍ତି। ମୁଖ୍ୟମନ୍ତ୍ରୀ ପାଣି ସମସ୍ୟାର ସମାଧାନ ନା କ୍ଷୁଦ୍ର ରାଜନୈତିକ ସ୍ବାର୍ଥ ପାଇଁ ଚେଷ୍ଟା କରୁଛନ୍ତି ତାର ଉତ୍ତର ସେ ହିଁ ଦେଇ ପାରିବେ । ମହାନଦୀ ସମେତ ରାଜ୍ୟର ଅନ୍ୟାନ୍ୟ ନଦୀ ଅବବାହିକା ଗୁଡ଼ିକରେ କାହିଁକି ଜଳସେଚନ ସୁବିଧା ନଗଣ୍ୟ ସ୍ଥିତିରେ ରହିଛି, ସେଥିପାଇଁ ରାଜ୍ୟ ସରକାରଙ୍କୁ ଉତ୍ତର ଦାୟୀ ରହିବାକୁ ପଡିବ ବୋଲି ସେ ଲେଖିଛନ୍ତି।  ୧୮ବର୍ଷ ଭିତରେ ଓଡ଼ିଶାର ନଦୀ ସୁରକ୍ଷା ଓ ଜଳ ସୁ-ବିନିଯୋଗରେ ନବୀନ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ଓଡ଼ିଶାବାସୀ ମର୍ମେ ମର୍ମେ ଅନୁଭବ କରୁଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ ଧର୍ମେନ୍ଦ୍ର କହିଛନ୍ତି।

ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ମହାନଦୀ ଓଡ଼ିଶାର ଜୀବନ ରେଖା । ମହାନଦୀର ପାଣି ପିଢି ପରେ ପିଢି ଅବାରିତ ଭାବରେ ଓଡ଼ିଶାରେ ପ୍ରବାହିତ ହେଉ ଏହା ସୁନିଶ୍ଚିତ କରିବାକୁ ହିଁ ପଡ଼ିବ । ଲୋକ ଭୋଟ ଦେଇଛନ୍ତି ଜନ ସମସ୍ୟାର ସମାଧାନ କରିବା ପାଇଁ । ରାଜନୈତିକ ଦଳ ଭାବେ ବିଜେଡ଼ି ଆନ୍ଦୋଳନ କରିବା ଅଧିକାରକୁ ମୁଁ ପ୍ରଶ୍ନ ଉଠାଉ ନାହିଁ । ମାତ୍ର ଟ୍ରିବ୍ୟୁନାଲ ଓ ଆଇନଗତ ପଦକ୍ଷେପ ସହ ଏହି ପ୍ରକ୍ରିୟା ଲମ୍ବା ସମୟ ଚାଲିବାର ଆଶଙ୍କା ଦୃଷ୍ଟିରୁ ଚୂଡ଼ାନ୍ତ ରାୟ ପୂର୍ବରୁ ଆପୋଷ କଥା ବାର୍ତାର ରାସ୍ତା ଖୋଲା ନରଖିଲେ ଓଡ଼ିଶା ଚାଷୀଭାଇଙ୍କର ଲାଭ କ୍ଷତି ନେଇ ରାଜ୍ୟ ସରକାରଙ୍କୁ ଗୁରୁତ୍ୱର ସହ ବିଚାର କରିବାକୁ ପଡ଼ିବ । ହୀରାକୁଦ ତଳମୁଣ୍ଡରେ ଖରାଦିନେ ପାଣି ସଂରକ୍ଷଣ ବ୍ୟବସ୍ଥା ତିଆରି କରାଯାଇଥିଲେ ଓଡ଼ିଶାର ଅନେକ ଜିଲ୍ଲାରେ ଜଳସେଚନ ଓ ପାନୀୟଜଳ ସମସ୍ୟା ଆଜି ଦିନରେ ନଥାନ୍ତା। ସରକାରୀ ତଥ୍ୟ କହୁଛି ବିନା ବ୍ୟବହାରରେ ମହାନଦୀର ଅଧେରୁ ଅଧିକ ଜଳ ସମୁଦ୍ରକୁ ବହିଯାଉଛି ।

ବିଳମ୍ବରେ ହେଲେ ବି ରାଜ୍ୟସରକାର କିଛି ନୂଆ ପ୍ରକଳ୍ପ ନିର୍ମାଣ କରି ଜଳ ସଂରକ୍ଷଣ କଥା ଘୋଷଣା କରିଛନ୍ତି । ତୁରନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ  କରାଗଲେ ଓଡ଼ିଶାର ପାଣି ସମସ୍ୟା ସମାଧାନ କରିବାରେ ସହାୟକ ହେବ । ମାତ୍ର ରାଜ୍ୟ ସରକାର ମହାନଦୀର ଜଳ ସଂରକ୍ଷଣ ପାଇଁ ଯୋଜନା ଓ କାର୍ଯ୍ୟକାରୀ ବହୁ ବିଳମ୍ବ ହୋଇଛି । ଏହା ମାନିବାକୁ ପଡ଼ିବ । ୧୮ ବର୍ଷ ଶାସନ କଲେଣି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ପ୍ରାୟ ୯୦ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଦେବା ପାଇଁ ଗତ ୪ଟି ନିର୍ବାଚନର କିଏ ପ୍ରତିଶ୍ରୁତି ଦେଇଥିଲା ଖୋଦ୍ ମୁଖ୍ୟମନ୍ତ୍ରୀ ଥରେ ନିଜକୁ ପ୍ରଚାରନ୍ତୁ । ବିଜେପି ନେତାମାନେ ଓଡ଼ିଶା ସ୍ୱାର୍ଥ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅଭିଯୋଗ କରିବା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ଅଧିକାର । ମାତ୍ର ଦୀର୍ଘ ୧୮ ବର୍ଷରେ ମହାନଦୀ ସମେତ ଓଡ଼ିଶାର ନଦନଦୀର ସୁରକ୍ଷା ଓ ଜଳର ସୁବିନିଯୋଗରେ ଯେ ତାଙ୍କର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଏହା ଓଡ଼ିଶାବାସୀ ମର୍ମେ ମର୍ମେ ଅନୁଭବ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story