ମହାପ୍ରଭୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି ଆରମ୍ଭ: ଦକ୍ଷିଣ ମୋଡ ହୋଇ ନାକଚଣାରେ ଲାଗିଲେ ତିନିରଥ

ପୁରୀ: ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନୀତିକାନ୍ତି ପରେ ଆଜି ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖନରେ ରଖାଯାଇଛି । ଗତକାଲି ଶ୍ରୀଜୀଉଙ୍କ ଆଜ୍ଞାମାଳ ରଥ ଚକଡ଼ାକୁ ବିଜେ କରିବା ପରେ ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଦକ୍ଷିଣ ମୋଡ଼ ହୋଇଥିଲା । ପରେ ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ମଧ୍ୟ ନାକଚଣା ଦ୍ୱାର ସମ୍ମୁଖକୁ ଅଣାଯାଇଥିଲା । ଏହା ସରିବା […]

ratha

ratha

Rakesh Mallick
  • Published: Friday, 24 July 2015
  • Updated: 24 July 2015, 05:31 AM IST

Sports

Latest News

ପୁରୀ: ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନୀତିକାନ୍ତି ପରେ ଆଜି ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖନରେ ରଖାଯାଇଛି । ଗତକାଲି ଶ୍ରୀଜୀଉଙ୍କ ଆଜ୍ଞାମାଳ ରଥ ଚକଡ଼ାକୁ ବିଜେ କରିବା ପରେ ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଦକ୍ଷିଣ ମୋଡ଼ ହୋଇଥିଲା । ପରେ ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ମଧ୍ୟ ନାକଚଣା ଦ୍ୱାର ସମ୍ମୁଖକୁ ଅଣାଯାଇଥିଲା । ଏହା ସରିବା ବେଳକୁ ସନ୍ଧ୍ୟା ୬ଟା ୧୫ ହୋଇଯାଇଥିଲା । ସନ୍ଧ୍ୟା ହୋଇଯାଇଥିବାରୁ ଗତକାଲି ନନ୍ଦିଘୋଷ ରଥର ଦକ୍ଷିଣ ମୋଡ ହୋଇ ନ ଥିଲା । ଆଜି ସକାଳେ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ କରାଯାଇଛି। ତିନି ରଥର ଦକ୍ଷିଣ ମୋଡ଼ ଶେଷ ହେବ ପରେ ଆରମ୍ଭ ହୋଇଛି ବାହୁଡ଼ା ପ୍ରସ୍ତୁତି।

ପରମ୍ପରା ଅନୁଯାୟୀ ମହାପ୍ରଭୁ ବଡଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମାଆ ଘରକୁ ଚାଲି ଆସିଛନ୍ତି । ଶ୍ରୀମନ୍ଦିରରେ ଏକା ଛାଡି ଅସିଛନ୍ତି ନବବଧୂ ମାଆ ଲକ୍ଷ୍ମୀଙ୍କୁ । ମହାପ୍ରଭୁଙ୍କ ଏପରି କାର୍ଯ୍ୟରେ ମାତା ଲକ୍ଷ୍ମୀ ମର୍ମାହତ ହୋଇ ତାଙ୍କୁ ଶ୍ରୀମନ୍ଦିରକୁ ଫରାଇ ନେବାକୁ ଗୁଣ୍ଡିଚା ମନ୍ଦିର ଆସିଛନ୍ତି । ମାତ୍ର ସେ ମହାପ୍ରଭୁଙ୍କୁ ମନାଇବାରେ ବିଫଳ ହୋଇ ଶ୍ରୀମନ୍ଦିର ଫେରିବା ବାଟରେ ରାଗ ଓ ଅଭିମାନରେ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗି ଦେଇ ହେରାଗୋହରୀ ସାହି ଦେଇ ଫେରି ଆସିଛନ୍ତି । ଏହି ସୂଚନା ମହାପ୍ରଭୁଙ୍କ ନିକଟରେ ପହଞ୍ଚିବା ପରେ ମହାପ୍ରଭୁ ବାହୁଡା ଯାତ୍ର ଲାଗି ପ୍ରସ୍ତୁତି ଆରମ୍ଭ କରିବାକୁ ସେବାୟତମାନଙ୍କୁ ଆଜ୍ଞା ଦେଇଛନ୍ତି । ଆଜ୍ଞାମାଳ ପାଇବା ପରେ ସେବାୟତମାନେ ଆରମ୍ଭ କରିଛନ୍ତି ମହାପ୍ରଭୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି ପର୍ବ ।

ସେପଟେ ଜନ୍ମବେଦୀରେ ତିନିଠାକୁରଙ୍କ ଲୀଳାଖେଳା ସମୟ ସରି ଆସୁଥିବାରୁ ଦର୍ଶନ ଲାଗି ଭକ୍ତଙ୍କ ଭିଡ ବଢିବାରେ ଲାଗିଛି । ପ୍ରତିଦିନ ଲକ୍ଷାଧିକ ଭକ୍ତ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି । ଏହାସହ ଆଡପ ଅଭଡା ମଧ୍ୟ ଭକ୍ତାମାନେ ମହା ଆନନ୍ଦରେ ସେବନ କରୁଥିବା ଦେଖିବାକୁ ମିଳୁଛି । ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ପର୍ଯ୍ୟନ୍ତ ଭକ୍ତଙ୍କୁ ଆଡ଼ପ ମଣ୍ଡପରେ ତିନିଠାକୁର ଦର୍ଶନ ଦେବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story