ଉପାସରେ ଜଗା: ଶ୍ରୀଜିଉଙ୍କ ନୀତିରେ ଗୁରୁତର ବିଭ୍ରାଟ, ବାହାରି ପାରିନି ମହାପ୍ରସାଦ   

ପୁରୀ,(ଓଡ଼ିଶା ରିପୋର୍ଟର): ଉପାସରେ ଜଗା। ଶ୍ରୀଜିଉଙ୍କ ନୀତିରେ ଗୁରୁତର ବିଭ୍ରାଟ।  ଆଜି ନୀତି ବିଳମ୍ବ ଯୋଗୁଁ ଏଯାଏଁ ବାହାରି ପାରିନି ମହାପ୍ରସାଦ।  ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସିଂହଦ୍ୱାର ସମ୍ମୁଖରେ ଧାରଣା ଦେଇଛନ୍ତି ସୁଆର ମହାସୁଆର ନିଯୋଗ।  ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୀର୍ଘ ଦୁଇ ବର୍ଷ ଦୁଇ ମାସ ପରେ ଆଜିଠୁ ଜଗମୋହନ ଖୋଲିଛି।  ତେବେ ଏହା ପୂର୍ବରୁ ଗର୍ଭଗୃହ ପ୍ରବେଶ ଉପରେ ସେବାୟତଙ୍କ କଟକଣାକଣାକୁ ନେଇ ଅସନ୍ତୋଷ ସୃଷ୍ଟି […]

puri

puri

Rakesh Mallick
  • Published: Monday, 16 April 2018
  • Updated: 16 April 2018, 11:02 PM IST

ପୁରୀ,(ଓଡ଼ିଶା ରିପୋର୍ଟର): ଉପାସରେ ଜଗା। ଶ୍ରୀଜିଉଙ୍କ ନୀତିରେ ଗୁରୁତର ବିଭ୍ରାଟ।  ଆଜି ନୀତି ବିଳମ୍ବ ଯୋଗୁଁ ଏଯାଏଁ ବାହାରି ପାରିନି ମହାପ୍ରସାଦ।  ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସିଂହଦ୍ୱାର ସମ୍ମୁଖରେ ଧାରଣା ଦେଇଛନ୍ତି ସୁଆର ମହାସୁଆର ନିଯୋଗ।  ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୀର୍ଘ ଦୁଇ ବର୍ଷ ଦୁଇ ମାସ ପରେ ଆଜିଠୁ ଜଗମୋହନ ଖୋଲିଛି।  ତେବେ ଏହା ପୂର୍ବରୁ ଗର୍ଭଗୃହ ପ୍ରବେଶ ଉପରେ ସେବାୟତଙ୍କ କଟକଣାକଣାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା।

ଜଣେ ପାଳିଆ ସେବାୟତ ଅଶୌଚ ଥିବାରୁ ତାଙ୍କ ସ୍ଥାନରେ କିଏ ନୀତି ସଂପାଦନ କରିବେ ସେନେଇ ବିବାଦ ଉପୁଜିଥିଲା।  ଫଳରେ ଶ୍ରୀଜିଉଙ୍କ ବିଭିନ୍ନ ନୀତିରେ ବିଳମ୍ବ ହୋଇଥିଲା । ପରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ହସ୍ତକ୍ଷେପ ପରେ ଦିନ ୧୧ଟା ଭିତରେ ସଂପନ୍ନ ହେବାକୁ ଥିବା ସକାଳ ଭୋଗ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ସରିଥିଲା । ଏହା ପରେ ଭକ୍ତଙ୍କୁ ଭିତରକାଠରୁ ଦର୍ଶନର ସୁଯୋଗ ମିଳିଥିଲା । ହେଲେ ଏହା ପରେ ମଧ୍ୟ ଅନ୍ୟ ନୀତିକାନ୍ତି ବିଳମ୍ବ ହୋଇଚାଲିବାରୁ ଏପର୍ଯ୍ୟନ୍ତ ଭୋଗମଣ୍ଡପ ନୀତି ହୋଇ ପାରି ନାହିଁ।  ଫଳରେ ରୋଷ ଘରେ ଲକ୍ଷ ଲକ୍ଷ ଟଙ୍କାର ଅମୁଣିଆଁ  ମହାପ୍ରସାଦ ହୋଇ ନପାରି ନଷ୍ଟ ହୋଇଯାଇଥିବା କୁହାଯାଉଛି।  ଏହାର ପ୍ରତିବାଦରେ ଧାରଣାରେ ବସିଛନ୍ତି ସୁଆର ଓ ମହାସୁଆର ନିଯୋଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story