ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଚ୍ୟାଲେଞ୍ଜ। ସେ କହିଛନ୍ତି, ବିଜେପୁରରେ ବିଜେଡି ନିଶ୍ଚିତ ଜିତିବ। ନ ଜିତିଲେ ମୁଁ ରାଜନୀତି ଛାଡ଼ି ଦେବି।

ସେ ଆହୁରି କହିଛନ୍ତି,“ବିଜେପି ବିଜେପୁରରେ ଜିତିବ ବୋଲି କହିଲେ ଦିବାସ୍ୱପ୍ନ ହେବ। ନବୀନ ହିରୋ। ସେ ପ୍ରଚାରରେ ଗଲେ ସବୁ ଜିରୋ ହେବେ।”

ଅଭିନେତ୍ରୀ ଅପରାଜିତାଙ୍କ ଏକ ମନ୍ତବ୍ୟକୁ କଟାକ୍ଷ କରିଛନ୍ତି ମହାରଥୀ। ସେ କହିଛନ୍ତି,“ସେ ହିରୋଇନ୍ ଥିଲେ, କାହାକୁ ହିରୋ ଚଏସ୍ କରିବେ ତାଙ୍କ ଇଛା।”

ସୂଚନାଯୋଗ୍ୟ, ଅପରାଜିତା ନରେନ୍ଦ୍ର ମୋଦିଙ୍କୁ ହିରୋ ବୋଲି କହିଥିଲେ।

ଦେଖନ୍ତୁ ପୂରା ଭିଡିଓ ଓ ମହାରଥୀ କ’ଣ କହୁଛନ୍ତି ଶୁଣନ୍ତୁ:

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।