କେମିତି କରିବେ ମହାମାୟାଙ୍କ ପୂଜା: ଜାଣନ୍ତୁ ମହାଷ୍ଟମୀ ତିଥିର ବିଶେଷତ୍ୱ

<p>ଭୁବନେଶ୍ୱର: ଜଗତଜନନୀ ମା&rsquo; ଦୁର୍ଗାଙ୍କ ପୂଜା ପାଇଁ ସାରା ଦେଶରେ ଉତ୍ସବର ମାହୋଲ। ଆଜି ମହାଷ୍ଟମୀ, ଆସନ୍ତାକାଲି ନବମୀ। ମା&rsquo;ଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି। ଆମ ରାଜ୍ୟରେ ମଧ୍ୟ ପୂଜାର ମାହୋଲ କମ ନାହିଁ। ରାଜଧାନୀ ଭୁବନେଶ୍ୱର ଓ କଟକ୍&zwnj; ସମେତ ରାଜ୍ୟର ସବୁଠି ପୂଜା ପାଉଛନ୍ତି ମା&rsquo;। ମା&rsquo;ଙ୍କ ଅଷ୍ଟମୀ ପୂଜା ସରିବାକୁ ବସିଛି। ଏହି ପୂଜାର ବହୁତ ବିଶେଷତ୍ୱ ରହିଛି। ଆସନ୍ତୁ ଡ. ଚନ୍ଦ୍ରଶେଖର ଦାସଙ୍କ ଠାରୁ ଜାଣିବା ଅଷ୍ଟମୀ ପୂଜାର ବିଶେଷତ୍ୱ ଓ ପୂଜାବିଧି ବିଷୟରେ।</p>

Ordigital Desk
  • Published: Thursday, 28 September 2017
  • Updated: 28 September 2017, 05:41 PM IST

Sports

Latest News

<p>ଭୁବନେଶ୍ୱର: ଜଗତଜନନୀ ମା&rsquo; ଦୁର୍ଗାଙ୍କ ପୂଜା ପାଇଁ ସାରା ଦେଶରେ ଉତ୍ସବର ମାହୋଲ। ଆଜି ମହାଷ୍ଟମୀ, ଆସନ୍ତାକାଲି ନବମୀ। ମା&rsquo;ଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି। ଆମ ରାଜ୍ୟରେ ମଧ୍ୟ ପୂଜାର ମାହୋଲ କମ ନାହିଁ। ରାଜଧାନୀ ଭୁବନେଶ୍ୱର ଓ କଟକ୍&zwnj; ସମେତ ରାଜ୍ୟର ସବୁଠି ପୂଜା ପାଉଛନ୍ତି ମା&rsquo;। ମା&rsquo;ଙ୍କ ଅଷ୍ଟମୀ ପୂଜା ସରିବାକୁ ବସିଛି। ଏହି ପୂଜାର ବହୁତ ବିଶେଷତ୍ୱ ରହିଛି। ଆସନ୍ତୁ ଡ. ଚନ୍ଦ୍ରଶେଖର ଦାସଙ୍କ ଠାରୁ ଜାଣିବା ଅଷ୍ଟମୀ ପୂଜାର ବିଶେଷତ୍ୱ ଓ ପୂଜାବିଧି ବିଷୟରେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos