ବ୍ରହ୍ମପୁରରୁ ଭଦ୍ରକକୁ ଗଡ଼ିବ ‘ମେମୁ ଟ୍ରେନ୍‌’, ଜାଣନ୍ତୁ ଏହାର ବିଶେଷତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଥଯାତ୍ରା ପୂର୍ବରୁ ପୂର୍ବତଟ ରେଳପଥରେ ଚାଲିବ ‘ମେମୁ ଟ୍ରେନ୍’। ବ୍ରହ୍ମପୁର ଓ ଭଦ୍ରକ ମଧ୍ୟରେ ଏହି ଟ୍ରେନ୍ ଚାଲିବ। ମେମୁ ଟ୍ରେନ(Mainline Engine Multiple Unit) ଉଭୟ ପଟେ ଇଞ୍ଜିନ୍ ରହିଛି। ତେଣୁ ଇଞ୍ଜିନ୍ ବଦଳାଇବାକୁ ପଡିନଥାଏ ଓ ଦ୍ରୁତ ଗତିରେ ଚାଲିଥାଏ । ପୂର୍ବତଟ ରେଳବାଇ ଜିଏମ୍ ଉମେଶ ସିଂହ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି-“ଭୁବନେଶ୍ୱର ଷ୍ଟେସନର ଆଧୁନିକୀକରଣ କରାଯିବ। ଏଥିପାଇଁ ୭୦ କୋଟି ଖର୍ଚ୍ଚ ହେବ। ସେହିଭଳି ଦୁର୍ଗମ ଅଞ୍ଚଳରେ […]

maxresdefault

maxresdefault

Rakesh Mallick
  • Published: Friday, 20 April 2018
  • Updated: 20 April 2018, 04:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଥଯାତ୍ରା ପୂର୍ବରୁ ପୂର୍ବତଟ ରେଳପଥରେ ଚାଲିବ ‘ମେମୁ ଟ୍ରେନ୍’। ବ୍ରହ୍ମପୁର ଓ ଭଦ୍ରକ ମଧ୍ୟରେ ଏହି ଟ୍ରେନ୍ ଚାଲିବ। ମେମୁ ଟ୍ରେନ(Mainline Engine Multiple Unit) ଉଭୟ ପଟେ ଇଞ୍ଜିନ୍ ରହିଛି। ତେଣୁ ଇଞ୍ଜିନ୍ ବଦଳାଇବାକୁ ପଡିନଥାଏ ଓ ଦ୍ରୁତ ଗତିରେ ଚାଲିଥାଏ । ପୂର୍ବତଟ ରେଳବାଇ ଜିଏମ୍ ଉମେଶ ସିଂହ ଏନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି-“ଭୁବନେଶ୍ୱର ଷ୍ଟେସନର ଆଧୁନିକୀକରଣ କରାଯିବ। ଏଥିପାଇଁ ୭୦ କୋଟି ଖର୍ଚ୍ଚ ହେବ। ସେହିଭଳି ଦୁର୍ଗମ ଅଞ୍ଚଳରେ ଥିବା ସମସ୍ତ ଷ୍ଟେସନରେ WIFI ସୁବିଧା ଯୋଗାଇ ଦିଆଯିବ। ଚଳିତ ବର୍ଷ ପୂର୍ବତଟ ରେଳପଥକୁ ୭ ହଜାର କୋଟି ଟଙ୍କା ମିଳିଥିଲା।”

ସେ ଆହୁରି କହିଛନ୍ତି-“ଗତବର୍ଷ ପୂର୍ବତଟକୁ ୫୨୦୦ କୋଟି ମିଳିଥିଲା। ସେଥିରୁ ୩୩ ଶହ କୋଟି ଖର୍ଚ୍ଚ ହୋଇଥିଲା। ସେହିଭଳି ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ମଧ୍ୟରେ ଥିବା ମହିପୁର ନୂଆଗାଁ ୪ କିଲୋମିଟର ରେଳପଥ ଜଙ୍ଗଲ ପଡୁଥିବାରୁ ନିର୍ମାଣରେ ବିଳମ୍ବ ହେଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story