ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେକ୍ ଇନ୍ ଓଡ଼ିଶାର ନୂଆ ପାର୍ଟନର ହେବ ଫିକି। ମେକ୍ ଇନ୍ ଓଡ଼ିଶାରୁ ସିଆଇଆଇ ଓହରିବା ପ୍ରସଙ୍ଗରେ ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ। ସେ କହିଛନ୍ତି,“ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ପ୍ରତିନିଧି ଦଳ ଜର୍ମାନୀ, ଇଟାଲି ଓ ସାଉଦି ଆରବ ଗସ୍ତ କରିବ। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ସେଠାକାର ପୁଞ୍ଜିପତିଙ୍କ ସହ ଆଲୋଚନା କରିବେ। ମେକ୍ ଇନ୍ ଓଡ଼ିଶାରୁ ସିଆଇଆଇ ଓହରିବା ପରେ କିଏ ନୂଆ ପାର୍ଟନର ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।