ମାଲକାନଗିରି: ପୋଖରୀରେ ବୁଡି ୩ ଶିଶୁ ମୃତ

malkangiri

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପାଣିମୁଣ୍ଡାଗୁଡ଼ା ଗାଁରେ ଏକ ଅଘଟଣ ଘଟିଛି। ଖେଳୁଥିବା ବେଳେ ୩ ଜଣ ଶିଶୁ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ମୃତ ଶିଶୁମାନେ ହେଲେ ଅସ୍ମିତା ମାଢୀ, ପ୍ରମିଳା ମାଢୀ ଓ ଆଦିତ୍ୟ ଦୋରା।

Previous ArticleNext Article

Send this to a friend