ବିଚ୍ଛିନ୍ନାଞ୍ଚଳକୁ ଯାଉନି ଲଞ୍ଚ, ଦୁର୍ଦ୍ଦଶାରେ ବିତୁଛି ଜୀବନ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରିର ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଛି।  ଜଳପଥରେ ଚିତ୍ରକୋଣ୍ଡାରୁ ଯନ୍ତ୍ରୀ ଓ ସିନ୍ଧିପୁଟକୁ ଯାଉଥିବା ଲଞ୍ଚ ସେବା ବନ୍ଦ ହୋଇଛି। ଯନ୍ତ୍ରୀର ଲଞ୍ଚ ଖରାପ ହୋଇଥିବା ବେଳେ ସିନ୍ଧିପୁଟ ଲଞ୍ଚର କର୍ମଚାରୀ ନଥିବାରୁ  ଯାଉନି ଲଞ୍ଚ୍।  ଏଥିଯୋଗୁଁ ବିଚ୍ଛିନ୍ନଞ୍ଚଳାବାସୀ ବହୁତ ହଇରାଣ ହେଉଛନ୍ତି। ଅନ୍ୟପଟେ ଗୁରୁପ୍ରିୟା ସେତୁ ଶେଷ ହୋଇ ନଥିବାରୁ ଯାତୟାତ ଠପ୍ ହୋଇଯାଇଛି।  ସେପଟେ ମେକାନିକାଲ ଏସଡ଼ିଓଙ୍କୁ ଜଣାଯିବ ଏବଂ ମୋଟର ଚାଳକ ଇଣ୍ଟରଭ୍ୟୁ ସରିଲେ ସିନ୍ଧିପୁଟ ଯାତାୟତ ଆରମ୍ଭ […]

malkanagiri

malkanagiri

Rakesh Mallick
  • Published: Tuesday, 10 April 2018
  • Updated: 10 April 2018, 04:01 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରିର ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଛି।  ଜଳପଥରେ ଚିତ୍ରକୋଣ୍ଡାରୁ ଯନ୍ତ୍ରୀ ଓ ସିନ୍ଧିପୁଟକୁ ଯାଉଥିବା ଲଞ୍ଚ ସେବା ବନ୍ଦ ହୋଇଛି। ଯନ୍ତ୍ରୀର ଲଞ୍ଚ ଖରାପ ହୋଇଥିବା ବେଳେ ସିନ୍ଧିପୁଟ ଲଞ୍ଚର କର୍ମଚାରୀ ନଥିବାରୁ  ଯାଉନି ଲଞ୍ଚ୍।  ଏଥିଯୋଗୁଁ ବିଚ୍ଛିନ୍ନଞ୍ଚଳାବାସୀ ବହୁତ ହଇରାଣ ହେଉଛନ୍ତି। ଅନ୍ୟପଟେ ଗୁରୁପ୍ରିୟା ସେତୁ ଶେଷ ହୋଇ ନଥିବାରୁ ଯାତୟାତ ଠପ୍ ହୋଇଯାଇଛି।  ସେପଟେ ମେକାନିକାଲ ଏସଡ଼ିଓଙ୍କୁ ଜଣାଯିବ ଏବଂ ମୋଟର ଚାଳକ ଇଣ୍ଟରଭ୍ୟୁ ସରିଲେ ସିନ୍ଧିପୁଟ ଯାତାୟତ ଆରମ୍ଭ ହେବ ବୋଲି ବାଲିମେଳା ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story