ମାଲକାନଗିରିରେ ଡେଙ୍ଗୁ ଆତଙ୍କ

dengue

ମାଲକାନଗିରି: ମାଲକାନଗିରିରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ ଆତଙ୍କ ଟଳି ନ ଥିବା ବେଳେ ଦେଖାଯାଇଛି ଡେଙ୍ଗୁ ଆତଙ୍କ। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦ ଜଣ ରୋଗୀଙ୍କଠାରେ ଡେଙ୍ଗୁ ପଜିଟିଭ୍ ରିପୋର୍ଟ ଆସିଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି।

୨୦୧୬ ଅକ୍ଟୋବର ୧୧ ତାରିଖରୁ ନଭେମ୍ବର ୩ ତାରିଖ ମଧ୍ୟରେ ଏହି ୨୦ଟି ଡେଙ୍ଗୁ ପଜିଟିଭ୍ ରିପୋର୍ଟ ଆସିଛି। ତେବେ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ କହିଛନ୍ତି ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ମାଲକାନଗିରିରେ ମାତ୍ର ୩ ଜଣଙ୍କୁ ଡେଙ୍ଗୁ ହୋଇଛି।

Previous ArticleNext Article

Send this to a friend